ବର୍ଷା-ଅନୁଭବ ବିବାଦ : ଡିସେମ୍ବର ୧୮ରେ ପରବର୍ତ୍ତୀ ଶୁଣାଣି

କଟକ : ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ମାମଲାରେ ଆଜି କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓକିଲଙ୍କ ମାଧ୍ୟମରେ ହାଜର ହୋଇଛନ୍ତି। ଜବାବ ରଖିବା ପାଇଁ ଅଧିକ ସମୟ ମାଗିବା ଯୋଗୁ ଅଦାଲତ ଏଥିପାଇଁ ଅନୁମତି ଦେଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮କୁ ଧାର୍ଯ୍ୟ କରିଛନ୍ତି।

ମତାମତ ଦିଅନ୍ତୁ ।