ବାଘ ଆକ୍ରମଣରେ ୫ ଆହତ

ସୁନ୍ଦରଗଡ଼ : ହେମଗିର ରେଞ୍ଜ ଦାଘୋରା ସେକ୍ସନର ବଡ଼ରମ୍ପିଆ ଗାଁରେ ଆଜି ସନ୍ଧ୍ୟାରେ କଲରାପତରିଆ ବାଘ ଆକ୍ରମଣ କରିଛି। ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ନଳିନୀ ବିଶ୍ୱାଳ, ପରମେଶ୍ୱର ଭୋଇ, ନରିଂଜନ ଭୋଇ, କେଶବ ମାକର ଓ ପଦ୍ମାବତୀ ମାକର। ସମସ୍ତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।