ବାଲେଶ୍ୱର : ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର : ସହରର ଅରଡ଼ ବଜାରରୁ ସହଦେବଖୁଣ୍ଟା ପୋଲିସ ପ୍ରାୟ ୧୦୦ ଗ୍ରାମ ବ୍ରାଉନସୁଗାର ଓ ୨୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଏହି ଘଟଣାରେ ଅଭିଯୁକ୍ତ ମୁନ୍ନା ଖାଁକୁ ଗିରଫ କରାଯାଇଥିବା ବେଳେ ଜବତ ବ୍ରାଉନସୁଗରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆନୁମାନ କରାଯାଉଛି। ତେବେ ଅଭିଯୁକ୍ତ ବାପନା ଘଟଣାସ୍ଥଳରୁ ଖସି ଯିବାରୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ମତାମତ ଦିଅନ୍ତୁ ।