ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ନବୀନ କରିବେ ଭର୍ଚୁଆଲ୍‌ ପ୍ରଚାର

ଭୁବନେଶ୍ୱର : ବିଜେଡି ପ୍ରାର୍ଥୀ ବିଜୟ ପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଭର୍ଚୁଆଲ ପ୍ରଚାର କରିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ୨୯ ତାରିଖରେ ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ସେ ଭର୍ଚୁଆଲ ପ୍ରଚାର କରିବେ। ସ୍ୱରୂପଙ୍କ ପାଇଁ ଅପରାହ୍ନ ୪.୩୦ରୁ ୫ଟା ଯାଏଁ ନବୀନ ଭର୍ଚୁଆଲ ପ୍ରଚାର କରିବେ।

ମତାମତ ଦିଅନ୍ତୁ ।