ବରିଷ୍ଠ କୃଷି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ରାଜ୍ୟ ସରକାର କୋରାପୁଟର ତତ୍‌କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଗତ ଜୁଲାଇ ଦୁଇ ତାରିଖରେ ଶ୍ରୀ ମହାନ୍ତିଙ୍କ ଗାଡ଼ିରୁ ଭିଜିଲାନ୍ସ ଅଧିକାରୀମାନେ ୧୧ ଲକ୍ଷ ଟଙ୍କା ଜବତ କରିବା ସହିତ ଗିରଫ କରିଥିଲେ। ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଭିଜିଲାନ୍ସ ତାଙ୍କ ଘର ରେଡକରି ୩.୫ କୋଟି ଟଙ୍କାର ସଂପତ୍ତି ଠାବ କରିଥିଲା।

ମତାମତ ଦିଅନ୍ତୁ ।