ଭାଇରାଲ ହେଉଛି ଭୋଜପୁରୀ ଅଭିନେତ୍ରୀ ମୋନାଲିସାଙ୍କ ଡ୍ୟାନ୍ସ ଭିଡିଓ

0

ମୁମ୍ବାଇ : ଭୋଜପୁରୀ ଅଭିନେତ୍ରୀ ମୋନାଲିସା ଦୁଇଟି ଭିଡିଓ ତାଙ୍କ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି। ମିନି ସ୍କର୍ଟ ପିନ୍ଧି ବଗିଚାରେ ନାଚୁଥିବା ମୋନାଲିସାଙ୍କର ଏହି ଭାଇରାଲ ହେବାରେ ଲାଗିଛି।

ସେହିପରି ଦ୍ୱିତୀୟ ଭିଡିଓରେ ମୋନାଲିସା ଡ୍ୟାନ୍ସ ପ୍ରାକ୍ଟିସ୍ କରୁଥିବା ବେଳେ ଖୋଲା କେଶରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଏ ଦୁଇଟି ଭିଡିଓକୁ ଫ୍ୟାନ୍ସମାନେ ପସନ୍ଦ କରୁଛନ୍ତି। ଏହି ଭିଡିଓ ପରେ ମୋନାଙ୍କର ଆହୁରି ଅନେକ ଭିଡିଓ ଭାଇରାଲ ହେଉଛି। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଅସବୁକୁ ସେୟାର କରିଛନ୍ତି।

ମୋନାଲିସା ‘ଭାଥି କମିଙ୍ଗ’ ଗୀତରେ ନାଲି ଟି-ସାର୍ଟ ସହିତ ଜିନ୍ସ ପିନ୍ଧି ନାଚୁଥିବା ଦେଖାଯାଇଛି। ଏହାଛଡା ସମାନ ପୋଷାକରେ ‘ଠଗ୍ ଲେ’ ଗୀତରେ ଡ୍ୟାନ୍ସ କରୁଥିବା ଆଉ ଏକ ଭିଡିଓ ମଧ୍ୟ ମୋନାଲିସା ସେୟାର କରିଛନ୍ତି। ସୋସିଆଲ ମିଡିଆରେ ମୋନାଲିସାଙ୍କର ରହିଛନ୍ତି ଅନେକ ଫ୍ୟାନ୍। ଇନଷ୍ଟାଗ୍ରାମରେ ୪.୩ ନିୟୁତ ଲୋକ ତାଙ୍କୁ ଫଲୋ କରୁଛନ୍ତି।

Leave A Reply

Your email address will not be published.