ଭିଜିଲାନ୍ସ ଜାଲରେ ଦେବଗଡ ପୌର ପରିଷଦ ଏଟିଏସ

ଦେବଗଡ : ଭିଜିଲାନ୍ସ ଜାଲରେ ଫସିଛନ୍ତି ଦେବଗଡ ପୌର ପରିଷଦ ଏଟିଏସ ରାଜେନ୍ଦ୍ର କୁମାର ନାଏକ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କ ସହିତ ଅନ୍ୟ ଜଣେ କର୍ମଚାରୀଙ୍କୁ ଧରିଛି। ଏ ଦୁଇଜଣ ଘରର ପ୍ଲାନ ପାସ୍ କରିବା ପାଇଁ ୬ ହଜାର ୪ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ହାତରେ ଧରାପଡିଛନ୍ତି।

ମତାମତ ଦିଅନ୍ତୁ ।