ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ କିରାଣୀ

0

ସାଲେପୁର : ଛାତ୍ରୀଙ୍କ ଷ୍ଟାଇପେଣ୍ଡ କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ହାଇସ୍କୁଲ କିରାଣୀଙ୍କୁ ଭିଜିଲାନ୍ସ ଧରିଛି।

ଖବର ଅନୁଯାୟୀ କଟକ ଜିଲ୍ଲା ସାଲେପୁର ଥାନା ଛାଣିପୁର ହାଇସ୍କୁଲ କିରାଣୀ ଅରୁଣ କୁମାର ପରିଡା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ୧୦ହଜାର ଟଙ୍କା ଷ୍ଟାଇପେଣ୍ଡ କରାଇଦେବାକୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ନେଉଥିବାବେଳେ ତାଙ୍କୁ କଟକ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି।

Leave A Reply

Your email address will not be published.