ଭିଜିଲାନ୍ସ ଜାଲରେ ଭୀଷ୍ମଗିରି ଆରଆଇ

ବ୍ରହ୍ମପୁର : ଜମି ନିର୍ଦ୍ଧାରଣ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭୀଷ୍ମଗିରି ଆରଆଇ ଏ ଶ୍ରୀକାନ୍ତ ଦୋରା। ଏହି ଘଟଣା ପରେ ତାଙ୍କ ବ୍ରହ୍ମପୁର ଗୋସାଣିନୂଆ ଗାଁ ବାସଭବନରେ ଭିଜିଲାନ୍ସ ଟିମ୍ ଚାଲିଛି ଚଢଉ କରିଛି। ପୂର୍ବରୁ ମଧ୍ୟ ଶ୍ରୀକାନ୍ତ ଭୁବନେଶ୍ଵର ଭିଜିଲାନ୍ସ ଟିମ୍ ଚଢଉର ସମ୍ମୁଖୀନ ହୋଇଥିଲେ। ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତୁନୁ ପାଢୀ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button