ଭୁବନେଶ୍ଵର ୟୁନିଟ୍ -୪ ମାର୍କେଟ୍ ସିଲ୍

ଭୁବନେଶ୍ଵର : କରୋନା ପଜିଟିଭ୍ ଚିହ୍ନଟ ହେବାପରେ ରାଜଧାନୀ ଭୁବନେଶ୍ଵରର ୟୁନିଟ୍ -୪ ମାର୍କେଟକୁ ସିଲ୍ କରାଯାଇଛି। ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଦୋକାନ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।