Breaking Newsରାଜ୍ୟ

ଭୁବନେଶ୍ଵର-ରାଉରକେଲା ଇଣ୍ଟରସିଟି ଧକ୍କାରେ ୩୧ ମଇଁଷି ମଲେ

ଢେଙ୍କାନାଳ : ଭୁବନେଶ୍ଵର-ରାଉରକେଲା ଇଣ୍ଟରସିଟି ଟ୍ରେନ ଆଜି ମଇଁଷି ପଲଙ୍କ ଉପରେ ଚଢ଼ିଯିବାରୁ ମା’ ଓ ଛୁଆ ମିଶି ୩୧ଟି ମାଇଁଷିଙ୍କର ମୃତ୍ୟୁ ହୋଇଛି। ପୂର୍ବ ତଟ ରେଳପଥର ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ ମଇଁଷି ପଲ ଗୋବିନ୍ଦପୁରକୁ ଫେରୁଥିବା ବେଳେ କାଠଗଡାଠାରେ ରେଳ ଧାରଣା ପାର ହେଉଥିଲେ। ତେବେ ଆଜି ବିଳମ୍ବରେ ଆସୁଥିବା ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏହି ମଇଁଷି ପଲଙ୍କ ଉପରେ ଚଢ଼ି ଯାଇଥିଲା।

ମତାମତ ଦିଅନ୍ତୁ ।

Back to top button