ଭ୍ୟାନ୍ ଓଲଟି ୬ ଜଣଙ୍କ ମୃତ୍ୟୁ

ଗୋଦାବରୀ : ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲ୍ଲାରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଥାଣ୍ଟିକୋଣ୍ଡା ଗାଁରେ ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଗୁରୁତର ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭ୍ୟାନଟି ଏକ ବିବାହ ଉତ୍ସବରୁ ଫେରୁଥିଲା। ଏଥିରେ ୧୫ ଜଣ ଲୋକ ଥିଲେ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।