ବିବାହ ହୋଇପାରୁନି, ଜାଣନ୍ତୁ କହୁଛି ବାସ୍ତୁଶାସ୍ତ୍ର

ଭୁବନେଶ୍ଵର : ପ୍ରତ୍ୟେକ ବ୍ୟକ୍ତି ଜୀବନରେ ବିବାହ ଏକ ମହତ୍ଵପୂର୍ଣ ସ୍ଥାନ ଅଧିକାର କରିଛି। ସବୁ ପୁଅ-ଝିଅ ଚାହିଁଥାନ୍ତି ତାଙ୍କୁ ଭଲ ଜୀବନ ସାଥୀ ମିଳୁ। କିନ୍ତୁ କେତେକଙ୍କ କ୍ଷେତ୍ରରେ ବିବାହ ବିଳମ୍ବ ହୁଏ। ଏଥିପାଇଁ ପରିବାର ଉପରେ ପଡେ ସାମାଜିକ ଚାପ। ନାନା ପ୍ରକାର କଥା ଶୁଣିବାକୁ ପଡ଼ିଥାଏ। ଯେଉଁମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ବାସ୍ତୁ ଶାସ୍ତ୍ର ନିୟମ ପାଳନ କରିବା ନିହାତି ଜରୁରୀ। 

ଆସନ୍ତୁ ଜାଣିବା ସେ ସମ୍ପର୍କରେ :- 

୧. ଘରେ ଦୀପ ଓ ଧୂପ ଜଳାଇ ଆପଣ ଏକ ଭଲ ଜୀବନସାଥୀ ଖୋଜି ପାରିବେ। କାରଣ ଦୀପ ଓ ଧୂପ ଦ୍ଵାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ପ୍ରତିଦିନ କଲେ ବ୍ୟକ୍ତିକୁ ଆନ୍ତରିକ ଶକ୍ତି ମିଳିଥାଏ। 

୨. ବାସ୍ତୁ ଅନୁସାରେ ବର ଓ କନ୍ୟା ଅନୁକୂଳ ଦିଗକୁ ସାମ୍ନା କରି ଭାଇ ଭାଉଜ କିମ୍ବା କନ୍ୟା ସାମ୍ନାରେ ବସିବା ଦ୍ଵାରା ସକାରତ୍ମକ ଶକ୍ତି ଆସିଥାଏ। ଅନୁକୂଳ ଦିଗ ଯୋଗୁଁ ବ୍ୟକ୍ତିର ଆତ୍ମବିଶ୍ଵାସର ସ୍ତର ବୃଦ୍ଧି ହୋଇଥାଏ। 

୩. ଉଚିତ ଜୀବନସାଥୀ ବାଛିବା ସମୟରେ ଅନୁକୂଳ ଦିଗରେ ବସିବା ଦ୍ଵାରା ହେବାକୁ ଥିବା ବାହାଘର ଆରାମରେ ତଥା ଶାନ୍ତି ଶୃଙ୍ଖଳାରେ ହୋଇ ଯାଇଥାଏ।

ମତାମତ ଦିଅନ୍ତୁ ।