ବିଦେଶୀ ମଦ ଜବତ

କନ୍ଧମାଳ : ମେଡିକାଲଛକ ମାତୃ ଶକ୍ତି ଅଣ୍ଡା ଦୋକାନର ମାଲିକ ଭିକାରୀ ସୁବୁଦ୍ଧିଙ୍କ ଘରେ ଆଜି ସକାଳେ ପୋଲିସ ଓ ଅବାକରୀ ବିଭାଗ କର୍ମଚାରୀ ମିଳିତ ଚଢଉ କରିଥିଲେ। ଏହି ସମୟରେ ୧୦ ପେଟି ବିଦେଶୀ ମଦ ଜବତ କରାଯାଇଛି।

ଖବର ଅନୁଜୟୟ ରବିବାର ପୋଲିସ ଓ ଅବାକରୀ ବିଭାଗ ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବବୋଲି କୁହାଯାଇଛି। ଏହି ମାମଲାରେ ଅଭିଯୁକ୍ତ ଭିକାରୀ ସୁବୁଦ୍ଧିଙ୍କୁ ଗିରଫ କରାଯାଇଛି। ସଟଡାଉନ ସମୟରେ ଭିକାରୀ ବିଦେଶୀ ମଦ ବେଆଇନ ଭାବେ ମହଜୁଦ ରଖି ଅଧିକ ଦାମରେ ବିକ୍ରି କରୁଥିଲା।

Leave a Reply

Your email address will not be published. Required fields are marked *

Back to top button