ବିଧାୟକ ଅମର ଶତପଥୀଙ୍କ ଗୃହସହାୟକଙ୍କୁ କରୋନା

ଭୁବନେଶ୍ଵର : ଯାଜପୁର ଜିଲ୍ଲାର ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଘରେ କାର୍ଯ୍ୟ କରୁଥିବା ଗୃହସହାୟକ କରୋନାରେ ଆକ୍ରାନ୍ତ। ରିପୋର୍ଟ ପଜିଟିଭ ଆସିବା ପରେ ଏକ ଭିଡିଓ ବାର୍ତ୍ତା ଜରିଆରେ ବିଧାୟକ ଶ୍ରୀ ଶତପଥୀ ଏହି ସୂଚନା ଦେଇଛନ୍ତି। ତେବେ ଆଣ୍ଟିବଡି ଟେଷ୍ଟରେ ସେ ଓ ତାଙ୍କର ପୂରା ପରିବାରର ସଦସ୍ୟ କରୋନା ମୁକ୍ତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେ ଅବଗତ କରାଇଛନ୍ତି।

ମତାମତ ଦିଅନ୍ତୁ ।