ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା

0

ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଯେଉଁ ବ୍ୟକ୍ତିମାନେ ଗତ କିଛିଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସବଧାନତା ଅବଲମ୍ୱନ କରିବା ସହିତ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ଶ୍ରୀ ମିଶ୍ର ଟ୍ୱିଟ୍‌ରେ ଲେଖିଛନ୍ତି।

Leave A Reply

Your email address will not be published.