ବ୍ରହ୍ମପୁର : ୧୮ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର : ବ୍ରହ୍ମପୁରରୁ ବିହାରକୁ ଚାଲାଣ କରାଯାଉଥିବା ୧୮ କିଲୋର ଗଞ୍ଜେଇକୁ ଆଜି ଅବକାରୀ ବିଭାଗ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।