ବ୍ରହ୍ମପୁର : ବ୍ରହ୍ମପୁରରୁ ବିହାରକୁ ଚାଲାଣ କରାଯାଉଥିବା ୧୮ କିଲୋର ଗଞ୍ଜେଇକୁ ଆଜି ଅବକାରୀ ବିଭାଗ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି।
2020-12-16

© 2017-2021. Janatakhabar.in. All rights reserved. developed By J.K Team |