April 4, 2020

ସୁନା ଦୋକାନୀ ଦେଇଛନ୍ତି ୨୪ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର : ରାଜ୍ୟରେ ୪୮୫୩ଟି ସୁନା ଦୋକାନୀ ରହିଛି। ଗତ ୩ବର୍ଷ ମଧ୍ୟରେ ଅସାଧୁ ସୁନା ଦୋକାନୀଙ୍କ ଠାରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରଯାଇଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

Leave a Reply

Your email address will not be published. Required fields are marked *