ଫେସ୍‌ବୁକ୍‌ରୁ ଗୁଗୁଲ୍‌ ଫଟୋଜ୍‌କୁ ସ୍ଥାନାନ୍ତରିତ ହୋଇପାରିବ ଫଟୋ ଓ ଭିଡିଓ

ମୁମ୍ବାଇ : ଫେସ୍‌ବୁକ୍‌ରେ ଫଟୋ ଅପ୍‌ଲୋଡ୍‌ କରିବା କରିବା କିଛି ଲୋକଙ୍କର ସଉକ। ଆଉ କିଛି ଲୋକ ଅଛନ୍ତି ସେମାନେ ନିଜ ଫଟୋକୁ ସବୁଦିନ ସାଇତି ରଖିବା ପାଇଁ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରନ୍ତି। ଅସବୁ ପାଇଁ ଏବେ ସମସ୍ୟା ରହିବନି। ଫଟୋ ସାଇତିବା ପାଇଁ ଫେସ୍‌ବୁକ୍‌ ଆଣୁଛି ଏକ ନୂଆ ଉପାୟ। ତେଣୁ ବ୍ୟବହାରକାରୀ ଫେସ୍‌ବୁକ୍‌ରୁ ନିଜ ଫଟୋକୁ ଗୁଗୁଲ୍‌ ଫଟୋଜ୍‌କୁ ସ୍ଥାନାନ୍ତରିତ କରିପାରିବେ। ଏହି ଟ୍ରାନ୍ସଫର୍‌ ଟୁଲ୍‌ଟି ପ୍ରଥମେ ଆମେରିକା ଓ କାନାଡାରେ ଉପଲବ୍ଧ ହୋଇଛି। […]

ଅଧିକ ପଢନ୍ତୁ

ହିନ୍ଦୀରେ ବିକ୍ରେତା ପଞ୍ଜୀକରଣ ଓ ଆକାଉଂଟ ପରିଚାଳନା ସେବା ଶୁଭାରମ୍ଭ କଲା ଆମାଜନ୍‌

ଭୁବନେଶ୍ୱର : ନିୟୁତ ନିୟୁତ ଭାରତୀୟ ଉଦ୍ୟୋଗୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏମ୍‌ଏସ୍‌ଏମ୍‌ଇ), ଲୋକାଲ ସପ୍ ଓ ଖୁଚୁରା ବିକ୍ରେତାଙ୍କୁ ଇ-କମର୍ସର ଫାଇଦା ପହଂଚାଇବା ପାଇଁ ରହିଥିବା ଭାଷା ପ୍ରତିବନ୍ଧକକୁ ଦୂର କରିଛି ଆମାଜନ୍। ଆଊ ଘୋଷଣା କରିଛି ବିକ୍ରେତାମାନେ ଏଣିକି ହିନ୍ଦୀରେ ଆମାଜନ୍‌.ଇନ୍ ମାର୍କେଟ୍‌ପ୍ଲେସ୍‌ରେ ପଞ୍ଜୀକରଣ କରିବା ସହିତ ଅନ୍‌ଲାଇନ୍ ବ୍ୟବସାୟକୁ ପରିଚାଳନା କରିପାରିବେ। ଏଥିରେ ଜଣେ ପ୍ରଥମ ଥର ଆମାଜନ୍ ବିକ୍ରେତା ଭାବେ ପଞ୍ଜୀକରଣଠାରୁ ଆରମ୍ଭ କରି ଅର୍ଡର ପରିଚାଳନା, ଇନ୍‌ଭେଂଟୋରି […]

ଅଧିକ ପଢନ୍ତୁ

ଏଲ୍‌ପିଜି ସିଲିଣ୍ଡର୍‌ର ଦର ବଢ଼ିଲା

ନୂଆଦିଲ୍ଲୀ : ସୋମବାର ଠାରୁ ମେଟ୍ରୋ ସହରମାନଙ୍କରେ ଅଣ-ରିହାତି ଏଲ୍‌ପିଜି ସିଲିଣ୍ଡର୍ ପିଛା ୩୭ ଟଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ବଜାରରେ ଏଲ୍‌ପିଜିର ମୂଲ୍ୟ ବଢ଼ିଥିବାରୁ ଦର ବୃଦ୍ଧି କରାଯାଇଛି ବୋଲି ଦେଶର ସର୍ବବୃହତ୍ ଇନ୍ଧନ ଯୋଗାଣକାରୀ ପ୍ରତିଷ୍ଠାନ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ କହିଛି। ଆଜି ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡର୍ ୧୧. ୫୦, ଚେନ୍ନାଇରେ ୩୭, କୋଲ୍‌କାତାରେ ୩୧. ୫୦ ଓ ମୁମ୍ବାଇରେ ୧୧. ୫୦ ବୃଦ୍ଧି ପାଇଛି। ଏହି ଦର ଆଜିଠାରୁ ଲାଗୁ କରାଯାଇଥିବା ପ୍ରକାଶ। […]

ଅଧିକ ପଢନ୍ତୁ

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ

ଭୁବନେଶ୍ଵର : ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବନି। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୂର୍ବତଟ ରେଳବାଇ ଏହି ନିଷ୍ପତ୍ତି ନେଇଥିବା ବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଟ୍ରେନ୍‌ ଚାଲିବ ନାହିଁ। ପୂର୍ବତଟ ରେଳବାଇର ନିଷ୍ପତ୍ତି ଅନୁଯାୟୀ ପୁରୀକୁ ଯାଉଥିବା ସମସ୍ତ ଟ୍ରେନ ଭୁବନେଶ୍ୱରରେ ଅଟକିବ। ଜୁନ୍‌ ୧ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ। ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍‌ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି। ଆଗକୁ ମହାପ୍ରଭୂଙ୍କ ସ୍ନାନଯାତ୍ରା। […]

ଅଧିକ ପଢନ୍ତୁ

ମୋବାଇଲ ନମ୍ବର ସଂଖ୍ୟା ୧୧ ପାଇଁ ଟ୍ରାଇର ସୁପାରିସ

ନୂଆଦିଲ୍ଲୀ : ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ନୂତନ ଯୋଜନା ଅନୁଯାୟୀ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ନମ୍ବରକୁ କଲ କରିବା ପୂର୍ବରୁ ‘0‘ ରଖିବା ବାଧ୍ୟତାମୂଳକ ହେବ। ଏହାଛଡା ମୋବାଇଲ୍ ଫୋନର ସଂଖ୍ୟାକୁ ୧୦ ରୁ ୧୧କୁ ବୃଦ୍ଧି କରିବାକୁ ମଧ୍ୟ ଟ୍ରାଇ ପରାମର୍ଶ ଦେଇଛି। କିନ୍ତୁ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବା ପାଇଁ ଶୂନ ପ୍ରୟୋଗର ଆବଶ୍ୟକତା ନାହିଁ। ଯଦି ଟ୍ରାଇର ଏହି ସୁପାରିଶଗୁଡିକ କାର୍ଯ୍ୟକାରୀ ହୁଏ, ତେବେ ପ୍ରାୟ ୧୦ ବିଲିୟନ ମୋବାଇଲ୍ […]

ଅଧିକ ପଢନ୍ତୁ

ସୁନା-ରୂପା ଦାମ କମିଲା

ନୂଆଦିଲ୍ଲୀ : ଦେଶରେ ଶସ୍ତା ହେଲା ସୁନା ଓ ରୂପା। ବୁଲିୟନ ମାର୍କେଟ୍‌ରେ ଶୁକ୍ରବାର ସକାଳେ ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୪୬,୮୧୯  ଟଙ୍କା ରହିଛି। ଗୁରୁବାର ଏହି ଦର ଥିଲା ୪୬,୯୯୫ ଟଙ୍କା। ସେହିପରି ରୂପା କିଲୋ ପ୍ରତି ୩୫ ଟଙ୍କା ଶସ୍ତା ହୋଇଥିବା ବେଳେ ମୂଲ୍ୟ ରହିଛି ୪୭୮୫୦ ଟଙ୍କା। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନର ଓ୍ଵେବ୍‌ସାଇଟ୍‌ ବଜାର ଅନୁଯାୟୀ ଏହି ସୂଚନା ମିଳିଛି। ସେହିପରି ଆଜି ୨୩ କ୍ୟାରେଟ୍‌ […]

ଅଧିକ ପଢନ୍ତୁ

ସ୍ପେସାଲ୍‌ ଟ୍ରେନ୍‌ ଅଗ୍ରୀମ ରିଜର୍ଭେସନ୍ ସମୟସୀମା ୧୨୦ ଦିନକୁ ବୃଦ୍ଧି

ନୂଆଦିଲ୍ଲୀ : ସ୍ପେସାଲ୍‌ ଟ୍ରେନ୍‌ର ଅଗ୍ରୀମ ରିଜର୍ଭେସନ୍ ସମୟସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି ସହିତ ୨୩୦ଟି ସ୍ପେସାଲ୍ ଟ୍ରେନ୍‌ରେ ପାର୍ସଲ୍ ଓ ଲଗେଜ୍ ବୁକିଙ୍ଗ୍ ପାଇଁ ଅନୁମତି ମିଳିବ। ଆଜି ରେଳ ମନ୍ତ୍ରାଳୟ ଏହି ଘୋଷଣା କରିଛି। ଭାରତୀୟ ରେଳବାଇର ଏହି ସଂଶୋଧିତ ନିର୍ଦେଶାବଳୀ ମେ’ ୧୨ ତାରିଖରୁ ପୁନଃ ଚଳାଚଳ ଆରମ୍ଭ କରିଥିବା ୩୦ଟି ରାଜଧାନୀ ଭଳି ଟ୍ରେନ୍ ଓ ଜୁନ୍‌ ୧ରୁ ଚଳିବାକୁ ଥିବା ୨୦୦ ସ୍ପେସାଲ୍ ମେଲ୍ ଏକ୍ସପ୍ରେସ୍ ପାଇଁ […]

ଅଧିକ ପଢନ୍ତୁ

କରୋନା: ୧୨ହଜାର କର୍ମଚାରୀଙ୍କୁ ବିଦା କଲା ବୋଇଂ

ନ୍ୟୁୟର୍କ: କରୋନା ଯୋଗୁଁ ସାରା ଦୁନିଆର ଅଲଗା ଅଲଗା ସେକ୍ଟରର ଇଣ୍ଡଷ୍ଟ୍ରି ଏବେ ସମ୍ପୂର୍ଣ୍ଣ ବନ୍ଦ ହେବା ରାସ୍ତାରେ ରହିଛି । ଏଥିପାଇଁ ବଡ଼ ବଡ଼ କମ୍ପାନୀମାନେ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିଛନ୍ତି । ତେବେ ବର୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଛଟେଇ କରିଛି ଆମେରିକାର ବିମାନ ତିଆରି କରୁଥିବା କମ୍ପାନୀ ବୋଇଂ । ଏଭିଏସନ୍ ସେକ୍ଟରର ଅନ୍ୟତମ ଅଗ୍ରଣୀ କମ୍ପାନୀ ବୋଇଂ ନିଜର ୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ଏହି କ୍ରମରେ […]

ଅଧିକ ପଢନ୍ତୁ

ଆମାଜନ୍ ପକ୍ଷରୁ ଏହାର ବିକ୍ରେତାଙ୍କ ପାଇଁ କୋଭିଡ୍‌-୧୯ ମାଗଣା ସ୍ୱାସ୍ଥ୍ୟ ବୀମା ଆରମ୍ଭ

ବେଙ୍ଗାଲୁର୍‌ : ଦେଶରେ କୋଭିଡ୍‌-୧୯ ମହାମାରୀ ଜାରି ରହିଛି। ଏପରିସ୍ଥଳେ ଆମାଜନ ଡଟ୍ ଇନ୍ ପକ୍ଷରୁ ଭାରତ ବ୍ୟାପୀ ଏହାର ବିକ୍ରେତାଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବା ସମ୍ପର୍କରେ ଘୋଷଣା କରାଯାଇଛି। ବୀମା ଅନୁସାରେ ବିକ୍ରେତାଙ୍କୁ ହସ୍ପିଟାଲରେ ଭର୍ତି ସହିତ ଆବଶ୍ୟକ ଚିକିତ୍ସା ତଥା ଆମ୍ବୁଲାନ୍ସ୍ ସହାୟତା ଓ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆଇସିୟୁ ଖର୍ଚ୍ଚ ଯୋଗାଇ ଦିଆଯିବ। ଏହି ବୀମା ଏକବର୍ଷ ପାଇଁ ବୈଧ ରହିବ। ଏକୋ ଜେନେରାଲ ଇନସ୍ୟୁରାନ୍ସ୍ ସହିତ ମିଳିତ […]

ଅଧିକ ପଢନ୍ତୁ

ରେପୋ ରେଟ୍ କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ: କୋରନା ସଙ୍କଟରୁ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ୨୦ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିସାରିଥିବାବେଳେ ଆଜି ଆର୍‌ବିଆଇ ପୁଣି ଏକ ବଡ଼ ଘୋଷଣା କରିଛି । ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ରେପୋ ରେଟ୍ କମ୍ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ରେପୋ ରେଟ୍ କମିବା ପରେ ବର୍ତମାନ ୪.୪୦ରୁ ଖସି ୪ ପ୍ରତିଶତ ହୋଇଯାଇଛି । ଆର୍‌ବିଆଇ ଗଭର୍ନର କହିଛନ୍ତି ଯେ, ଗତ ୩ଦିନରେ ଏମ୍‌ଏସ୍‌ପି, ଘରୋଇ […]

ଅଧିକ ପଢନ୍ତୁ