janatakhabar.in

ପ୍ରଫୁଲ୍ଲ ଘଡ଼େଇଙ୍କୁ ନବୀନଙ୍କ ସାକ୍ଷାତ ମିଳିଲାନି : ପାଣ୍ଡିଆନଙ୍କୁ ଭେଟି ଫେରିଲେ

ଭୁବନେଶ୍ଵର : ନବୀନ ନିବାସରେ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼େଇ। ଦୀର୍ଘଦିନର ବ୍ୟବଧାନ ପରେ ସେ ନବୀନ ନିବାସ ଯାଇଥିଲେ ହେଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିପାରି ନାହାନ୍ତି। କିନ୍ତୁ ନିକଟରେ ବିଜେଡିରେ ସାମିଲ ହୋଇଥିବା ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। କୁହାଯାଉଛି ଯାଜପୁର ବିଜେଡି ରାଜନୀତିରେ କିଛି ପରିବର୍ତ୍ତନ ହୋଇପାରେ। ହେଲେ ଏଥିରେ କେତେକ ସହମତ ନୁହନ୍ତି। ସେମାନଙ୍କ ମତ ନବୀନଙ୍କ…

Read More
janatakhabar.in

ଫ୍ଲାଇଙ୍ଗ ପାସେଞ୍ଜର ସିପ୍ ସର୍ଭିସ୍ ୨୦୨୪ରୁ ଆରମ୍ଭ ହେବ

ସ୍ୱିଡେନ୍‌ରେ ବିଶ୍ୱର ପ୍ରଥମ ବୈଦ୍ୟୁତିକ ଉଡ଼ନ୍ତା ଯାତ୍ରୀବାହୀ ଜାହାଜର ପରୀକ୍ଷଣ ଶେଷ ହୋଇଛି। ଆସନ୍ତା ବର୍ଷ ସାର୍ବଜନୀନ ସେବା ପ୍ରଦାନ କରିବାକୁ ଷ୍ଟକ୍‌ହୋମ୍‌ର ଯାତାୟାତ ବିଭାଗ ଏହି ଜାହାଜକୁ ଅନୁମତି ଦେଇଛି। ଖବର ଅନୁଯାୟୀ ଜଳଯାତ୍ରାରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଥିବା ଯାତ୍ରୀବାହୀ ଜାହାଜର ନାମ କ୍ୟାଣ୍ଡେଲା ପି-୧୨। ସ୍ୱିଡେନ୍‌ର କମ୍ପାନି କ୍ୟାଣ୍ଡେଲା ଟେକ୍ନୋଲୋଜି ଏହାକୁ ନିର୍ମାଣ କରିଛି। ଜାହାଜର ଲମ୍ବ ପ୍ରାୟ ୩୯ ଫୁଟ। ଘଣ୍ଟାପ୍ରତି ୨୫୨ କିଲୋୱାଟ୍‌ ଶକ୍ତି ପ୍ରଦାନକାରୀ ବ୍ୟାଟେରୀ ଦ୍ୱାରା ଏହା…

Read More
janatakhabar.in

ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ : ୨୦୨୪ରେ ଆମେରିକା-ଚୀନ୍ ଯୁଦ୍ଧ

ଫରାସୀ ଦାର୍ଶନିକ ନୋଷ୍ଟ୍ରାଡାମସ୍ ବିଶ୍ଵର ଅନେକ ଭବିଷ୍ୟ‌ବକ୍ତାଙ୍କ ମଧ୍ୟରୁ ଜଣେ। ସେ ଯେଉଁ ଭବିଷ୍ୟବାଣୀ କିଛି କିଛି ସଠିକ୍ ପ୍ରମାଣିତ ହୋଇଛି। ୨୦୨୪ ସେ ଅନେକ କଥା କହିଛନ୍ତି। ବର୍ଷ ଆରମ୍ଭ ହେବାକୁ ଆଉ କିଛିମାସ ବାକି ଥିବାବେଳେ ଦେଶ ଓ ବିଶ୍ଵ ପାଇଁ ସେ କ’ଣ ଭବିଷ୍ୟବାଣୀ କରିଛନ୍ତି ତାହା ଜାଣିବାକୁ ସମସ୍ତଙ୍କର ଆଗ୍ରହୀ ପ୍ରକାଶ ପାଇଛି। ଖବର ଅନୁଯାୟୀ ନୋଷ୍ଟ୍ରାଡାମସ୍ ଜର୍ମାନରେ ହିଟଲରଙ୍କ ଅଭ୍ୟୁଦୟ ଓ ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କୁ ଗୁଳିକରି…

Read More
janatakhabar.in

ସୁପର୍‌ ଏଲ୍‌ ନିନୋର ପ୍ରଭାବ ଭାରତ ଉପରେ ପଡ଼ିବ !

ଆସନ୍ତା ବର୍ଷ ବିଶ୍ୱ ପାଣିପାଗ ଉପରେ ରହିବ ‘ସୁପର୍‌ ଏଲ୍‌ ନିନୋ’ର ପ୍ରଭାବ। ଭାରତରେ ମୌସୁମୀ ବର୍ଷା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଆମେରିକୀୟ ପାଣିପାଗ ସଂସ୍ଥା ‘ନୋଆ’ ପୂର୍ବାନୁମାନ କରିଛି। ଖବର ଅନୁଯାୟୀ ଏହି ସଂସ୍ଥା ଆକଳନ କରିଛି ୨୦୨୪ ମାର୍ଚ୍ଚରୁ ମେ’ ମଧ୍ୟରେ ଉତ୍ତର ଗୋଲାର୍ଦ୍ଧରେ ଶକ୍ତିଶାଳୀ ଏଲ୍‌ ନିନୋ ସୃଷ୍ଟି ହୋଇପାରେ। ଅର୍ଥାତ ଦକ୍ଷିଣ ଆମେରିକା ନିକଟ ପ୍ରଶାନ୍ତ ମହାସାଗରରେ ଜଳର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବ। ସେଠାରେ ସମୁଦ୍ର ଜଳ ତାପମାତ୍ରା…

Read More
janatakhabar.in

ଅତ୍ୟଧିକ ତାତି ପାଇଁ ହାର୍ଟ ଆଟାକ୍ ବଢ଼ିବ

ନୂଆଦିଲ୍ଲୀ : ୨୦୨୩ ଅତ୍ୟଧିକ ଉତ୍ତାପ ବର୍ଷ ହେବାକୁ ଯାଉଛି। ଏଥିପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ଏହି ତାପମାତ୍ରା ବୃଦ୍ଧି ଜଳବାୟୁ ପରିବର୍ତ୍ତନର ଏକ ବିପଦଜନକ ସଙ୍କେତ। କାରଣ ଅଗଷ୍ଟରେ ସର୍ବାଧିକ ତାତି ଅନୁଭୁତ ହୋଇଥିବା ବେଳେ ଅକ୍ଟୋବରରେ ଏହା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଯଦି ବିଶ୍ୱ ତାପମାତ୍ରା ପୂର୍ବ-ଶିଳ୍ପ ସ୍ତର ଠାରୁ ଦୁଇ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଏ ତେବେ ପରିସ୍ଥିତି ଚିନ୍ତାଜନକ ହେବ। ଉତ୍ତର ଭାରତ ଓ ପୂର୍ବ ପାକିସ୍ତାନର ସିନ୍ଧୁ ନଦୀ…

Read More
janatakhabar.in

ନକଲି ନାରାବାଜୀର ଏ ନିର୍ବାଚନ ଧାରାହୀନ

॥ ମାୟାଧର ନାୟକ ॥ ସଂପ୍ରତି ନିର୍ବଚାନ ଭୟଙ୍କର ଯୁଦ୍ଧ ଆଡକୁ ଗତି କରୁଛି । ଏ ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ । ସଂକଟର ସନ୍ଧିକ୍ଷଣରେ ଆଜି ଭୂଆଁବୁଲୁଛି ସମଗ୍ର ଭାରତବର୍ଷ । ଗଣତନ୍ତ୍ର ଆଜି ରକ୍ତାକ୍ତ । ସାଂପ୍ରଦାୟିକ ଦଙ୍ଗା, ଦୁର୍ନୀତି ପରେ ଦୁର୍ନୀତି, ଶୋଷଣ, କଷଣ, ଅନ୍ୟାୟ ଅତ୍ୟାଚାର ଧର୍ଷଣ ଗଣହତ୍ୟା ଓ ବିକୃତିର ବର୍ବରତାରେ ଅତିଷ୍ଠ ଦେଶବାସୀଙ୍କ ଦୃଷ୍ଟିକୁ ଅନ୍ୟଆଡକୁ ନେଇଯିବା ପାଇଁ ଉନ୍ମାଦନା, ଉତ୍ତେଜନା ସୃଷ୍ଟିକରିବା ସଂଗେ…

Read More
janatakhabar.in

ସୋମ୍ୟଙ୍କୁ ଭୟ କରୁଛନ୍ତି କି ବିଜେଡି ମୁଖିଆ ?

ଭୁବନେଶ୍ଵର : ଦୈନିକ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂପାଦକୀୟ ବିଜୁ ଜନତା ଦଳ ବା ବିଜେଡିକୁ ଅଡୁଆରେ ପକାଇଛି। ସେଥିପାଇଁ ଦଳ ପକ୍ଷରୁ ତାଙ୍କୁ କରାଯାଉଛି ବାରମ୍ବାର ଟାର୍ଗେଟ। ଜଣକ ପରେ ଜଣେ ନେତା କରୁଛନ୍ତି ସମାଲୋଚନା। ପରୋକ୍ଷରେ ଦଳ ଛାଡିବା ପାଇଁ କହୁଛନ୍ତି। କିନ୍ତୁ ସୌମ୍ୟଙ୍କ କ୍ଷେତ୍ରରେ ଏପରି କାହିଁକି ? ବିଜେଡି ମୁଖିଆ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୟ କରୁଛନ୍ତି ? ସାଧାରଣରେ ଆଲୋଚନା ହେଉଛି ବିଜେଡି…

Read More
janatakhabar.in

ଓଡ଼ିଶାରେ ଦୈନିକ ହାରାହାରି ୧୫ ଜଣ ଆତ୍ମହତ୍ୟା କରୁଛନ୍ତି

ଭୁବନେଶ୍ଵର : ଓଡ଼ିଶାରେ ପ୍ରତିଦିନ ହାରାହାରି ୧୫ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ଏଥିରେ ରହିଛନ୍ତି ୪ ହଜାର ୪ଶହ ୧୨ ପୁରୁଷ ଓ ୧୨ଶହ ୩୯ ମହିଳା। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟରୁ ଏହା ଜଣାପଡିଛି। ଖବର ଅନୁଯାୟୀ ଏବେ ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଓଡିଶାରେ ଏହି ସଂଖ୍ୟା ଜାତୀୟ ହାରଠାରୁ ରହିଛି ଅଧିକ। ସମଗ୍ର ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଓଡିଶାରେ ୧୨.୩ ପ୍ରତିଶତ ରହିଛି। ବିଶେଷ…

Read More
janatakhabar.in

୧୭୦୦ ମିଟର ପଛକୁ ଘୁଞ୍ଚିଛି ଗଙ୍ଗୋତ୍ରୀ ବରଫ

ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବିଶ୍ଵରେ ଉତ୍ତାପ ବଢୁଛି। ଏହାର କୁପ୍ରଭାବ ପଡ଼ୁଛି ହିମାଳୟର ବରଫ ଉପରେ। କମ୍ ତୁଷାରପାତ ଓ ଅଧିକ ବର୍ଷା ଯୋଗୁଁ ବରଫ ଦ୍ରୁତ ଗତିରେ ତରଳୁ ଥିବାରୁ ବର୍ତ୍ତମାନ ସ୍ଥିତିରେ ତୁଷାରପାତର ଆବଶ୍ୟକତା ରହିଛି। ଖବର ଅନୁଯାୟୀ ଶୀତଦିନେ ହିମାଳୟ ରେଞ୍ଜରେ ତୁଷାରପାତ ହୋଇନଥିବା ବେଳେ ବର୍ଷା ଋତୁରେ ପ୍ରବଳ ବର୍ଷା ଚାଲିଛି। ସେଥିପାଇଁ ବରଫ ତରଳିବାରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଛି। ଗୋବିନ୍ଦ ବଲ୍ଲଭ ପନ୍ତ ହିମାଳୟ ପରିବେଶ ପ୍ରତିଷ୍ଠାନର ନିର୍ଦ୍ଦେଶକ…

Read More
janatakhabar.in

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା : ବାଦ୍ ପଡ଼ିବେ ଧର୍ମେନ୍ଦ୍ର !

ଭୁବନେଶ୍ଵର : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ। ବାଦ ପଡିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଛଡା ଅଶ୍ୱିନୀ ବୈଷ୍ୱବ ଓ ବିଶ୍ୱେଶର ଟୁଡୁଙ୍କ ପଦ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଚର୍ଚ୍ଚା ହେଉଛି। ଖବର ଅନୁଯାୟୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲେ ଜୁଏଲ ଓରାମ, ସୁରେଶ ପୂଜାରୀ ଓ ସଙ୍ଗୀତା ସିଂଦେଓ ମନ୍ତ୍ରୀ ହେବେ। ଏହି ତାଲିକାରେ ଅପରାଜିତା ଷଢଙ୍ଗୀଙ୍କ ନାଁ ସାମିଲ ହୋଇପାରେ ବୋଲି କୁହଯାଉଛି। କେନ୍ଦ୍ରୀୟ ନେତୃତ୍ଵ ଅନୁଭବ…

Read More