Breaking Newsରାଜ୍ୟ

ଚୌଦ୍ୱାର ଜେଲରୁ ୮ କରୋନା ପଜିଟିଭ ଚିହ୍ନଟ

କଟକ : ଚୌଦ୍ୱାର ଜେଲରେ ଥିବା ୮ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପଜିଟିଭଙ୍କ ମଧ୍ୟରେ କିଛି କଏଦୀ ଓ ଜେଲ କର୍ମଚାରୀ ରହିଥିବା ଥିବା ଜେଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button