Breaking News ଅପରାଧ

ପଟ୍ଟମୁଣ୍ଡାଇ: ସୁନା ବେପାରୀଙ୍କ ଠାରୁ ଲୁଟ୍‌

ଭୁବନେଶ୍ଵର : ପଟ୍ଟାମୁଣ୍ଡାଇ ମାଟିଆ ଗ୍ରାମର ସୁନା ବପୋରୀ ବିଜୟ ସାହୁ, ଭାଇ ଲକ୍ଷ୍ମୀଧର ଓ ପୁତୁରା ରାଧାଗୋବିନ୍ଦ ବ୍ୟବସାୟ ସାରି ଘରକୁ ଫେରୁଥିବା ବଳେ ଖଡିଅଣ୍ଟା ଛକ ନିକଟରେ ଲୁଟର ଶିକାର ହୋଇଛନ୍ତି। ଲୁଟେରାମାନେ ସେମାନଙ୍କୁ ଆକ୍ରମଣ କରି ୭୦ ଗ୍ରାମ ସୁନା ୧ କେଜି ରୁପା ସହିତ ୫ହଜାର ଟଙ୍କା ନେଇଯାଇଛନ୍ତି। ଲୁଟେରାଙ୍କ ଆକ୍ରମଣରେ ତିନି ଜଣ ଗୁରୁତର ହୋଇଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।