ଭିଜିଲାନ୍ସ ଜାଲରେ ଲେବର ଇନ୍ସପେକ୍ଟର

ଭୁବନେଶ୍ଵର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳ ଲେବର ଇନିସପେକ୍ଟର ଜୟନ୍ତ ପଣ୍ଡା। ଭିଜିଲାନ୍ସ ଟିମ ତାଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରିଛି। ଶ୍ରମିକ ଲାଇସେନ୍ସ ନବୀକରଣ ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସେ ଲାଞ୍ଚ ନେଉଥିଲେ। ପୂର୍ବରୁ ଭିଜିଲାନ୍ସକୁ ଏନେଇ ସୂଚନା ମିଳିଥିଲା। ଯୋଜନା ମୁତାବକ ଲାଞ୍ଚ ନେଉଥିବା ସମୟରେ ବେଳେ ତାଙ୍କୁ ଧରିଥିଲା।

ମତାମତ ଦିଅନ୍ତୁ ।