April 6, 2020

କରୋନା ଗୁଜବ ପ୍ରଚାର କରି ଗିରଫ

ଭୁବନେଶ୍ଵର : ସୋଶାଲ ମିଡିଆରେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ୍‌ ଗିରଫ କରିଛି। ସେଇ ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭାରସୁଣ୍ଡି ଗାଁର ମିଥୁନ ହାଲଦାର। ମାଂସରେ କରୋନା ଭାଇରସ୍‌ ରହିଥିବା ଏକ ଗୁଜବ ଭିଡିଓ ପ୍ରଚାର କରିଥିଲେ। ଏହା ଜଣାପଡ଼ିବା ପରେ ତାଙ୍କୁ ରାଇଘର ପୋଲିସ୍‌ ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *