ଦାଦାବଟି ଆଦାୟ ଅଭିଯୋଗରେ ୧୦ ଗିରଫ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଠାଦୋକାନୀଙ୍କଠାରୁ ଦାଦା ବଟି ଆଦାୟ କରୁଥିବା ଅଭିଯୋଗରେ ସିଂହଦ୍ଵାର ଥାନା ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଦାଦା ବଟିକୁ ନେଇ ଗତ ୩୧ ତାରିଖରେ ଜଣେ ଟଙ୍କ ତୋରାଣି ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ତେଣୁ ଏପରି ଅପରାଧିକ କାର୍ଯ୍ୟକଳାପ ସହିତ ଜଡିତ ଏକାଧିକ ବ୍ୟକ୍ତିଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି।