ରାଜ୍ୟ

ଚିଟଫଣ୍ଡ କମିଶନଙ୍କ ରିପୋର୍ଟ : ଚିହ୍ନଟ ହେଲେ ୧,୩୬,୦୨୭ କ୍ଷୁଦ୍ର ଜମାକାରୀ

ଭୁବନେଶ୍ଵର : ବହୁଚର୍ଚ୍ଚିତ  ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନ ସପ୍ତମ ଅନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି । ରିପୋର୍ଟରେ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରାଯାଇଛି। ଏହି ପରି ଏ ଯାବତ ମୋଟ୍ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଛି। ତଦନ୍ତ କମିଶନଙ୍କ ରିପୋର୍ଟ ମୁତାବକ, ମୋଟ୍ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀଙ୍କ ମଧ୍ୟରୁ ୧୯୩୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ […]

Breaking News ବାଣିଜ୍ୟ

ବିଜୁଳି ଯୋଗାଣ ଠିକ୍ ନହେଲେ ରଦ୍ଦ ହେବ କମ୍ପାନୀ ଲାଇସେନ୍ସ

ବନୂଆଦିଲ୍ଲୀ : ଉପଭୋକ୍ତାମାନଙ୍କୁ ସଠିକ ଭାବେ ବିଜୁଳି ଉପଲବ୍ଧ ନକରାଇଲେ ଦାୟିତ୍ଵ ତୁଲାଉଥିବା କମ୍ପାନୀର ଲାଇସେନ୍ସ ରଦ୍ଦ କରାଯିବ । ଏହାଛଡା ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫର୍ମର ନଲଗାଇଲେ ଜୋରିମାନା କରାଯିବା । ଏହି ଅର୍ଥ ଉପଭୋକ୍ତାଙ୍କ ଖାତାକୁ ଯିବ ବୋଲି ଶକ୍ତିମନ୍ତ୍ରୀ ଆରକେ ସିଂହ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବିଜୁଳି ଚୋରି ରୋକିବା ସହ ୨୪ ଘଣ୍ଟା ବିଜୁଳି ଯୋଗାଇ ଦେବାକୁ ନରେନ୍ଦ୍ର ମୋଦୀ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ […]

ଅପରାଧ

ଜଗତସିଂହପୁରରେ ଗଣ୍ଡଗୋଳ : ୩ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ଵର : ବାଲିକୁଦା ଅଂଚଳର ଖମ୍ବାକୂଳରେ ରଥଟଣା ବେଳେ ଆଜି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ସମୟରେ ଡ୍ୟୁଟିରେ ମୁତୟନ ଥିବା ପୁଲିସ ସହ ଉତ୍ତ୍ୟକ୍ତ ଲୋକଙ୍କର ଧସ୍ତାଧସ୍ତି ହେବାରୁ ଏଥିରେ ଏସଡିପିଓ ପ୍ରକାଶ ଚନ୍ଦ୍ର ପାଳ ମଧ୍ୟ ଆହତ ହୋଇଛନ୍ତି। ଏହାଛଡା ମଠ ମହନ୍ତଙ୍କ ପୈତୃକ ଗାଁର ରୋଷେଇ ଘର ପୋଡ଼ାଜଳା ହେବା ପରେ ଉତ୍ତେଜନା ଦେଖାଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜଣକୁ ଅଟକ […]

ବାଣିଜ୍ୟ

୧୪୪୩ କୋଟି ଟଙ୍କାର ପ୍ରଥମ ସ୍ୱତନ୍ତ୍ର ଅତିରିକ୍ତ ବଜେଟ୍

ଭୁବନେଶ୍ୱର : ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଅର୍ଥ ଭରଣା ନିମନ୍ତେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମ ସ୍ୱତନ୍ତ୍ର ବ୍ୟୟ ତାଲିକା ବା ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ଅତିରିକ୍ତ ବ୍ୟୟ ତାଲିକା ଗୃହରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶା ଆକସ୍ମିକ ପାଣ୍ଠିରୁ ୪ଟି ବିଭାଗକୁ ଦିଆଯାଇଥିବା ମୋଟ ୧୪୪୩.୧୨ କୋଟି ଟଙ୍କା ଅଗ୍ରୀମ ଭରଣା […]

ରାଜ୍ୟ

ପାଟକୁରା : ଉତ୍କଳ କେଶରୀ ପରିଡ଼ା ହେଲେ ବିଜେଡ଼ି ସଂଯୋଜକ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ଆଉ ୮ ଦିନ ପରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜେଡି ସଂଯୋଜକ ଭାବେ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ଶୁକ୍ରବାର ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ପରିଡ଼ା ଗତ ଏପ୍ରିଲରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ପୂର୍ବରୁ ସେ ୨୦୧୪ ସାଧାରଣ ନିର୍ବାଚନ ସମୟରେ ଏନସିପି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।

Breaking News ମନୋରଞ୍ଜନ

ବ୍ରାଣ୍ଡର ପ୍ରମୋଟ ପାଇଁ ଉଲଗ୍ନ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ : ଆମ ଭାରତୀୟ ସଂସ୍କୃତିରେ ବିଶେଷକରି ଝିଅମାନେ ନିଜ କପଡ଼ା ପ୍ରତି ବହୁତ ଧ୍ୟାନ ରଖିଥାନ୍ତି। ଭାରତରେ ଝିଅମାନଙ୍କ କପଡ଼ାକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ । କିନ୍ତୁ ଗତ କିଛି ଦିନ ତଳେ ଜଣେ ତରୁଣୀ ଯୁବତୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ପୁରା ହଙ୍ଗମା ସୃଷ୍ଟି କରିଦେଇଛି । ସେ ଆଉ କେହି ନୁହନ୍ତି ଇଂରାଜୀ ଅଭିନେତ୍ରୀ ସିଡ୍ରେଲା ଷ୍ଟାର ଲିଲି ଜେମ୍ସଙ୍କ ଏକ ସୁନ୍ଦର ଫଟୋ । ଯେଉଁଥିରେ ସିଡ୍ରେଲା […]

ବାଣିଜ୍ୟ

ଅଗଷ୍ଟରେ ବଜାରକୁ ଆସିବ କମ ମୂଲ୍ୟ ଯୁକ୍ତ ମେଡ୍ ଇନ୍ ଇଣ୍ଡିଆର ଆଇଫୋନ୍

ନୂଆଦିଲ୍ଲୀ : ଆପଲର ଆଇଫୋନ୍ କିଣିବା ସବୁଲୋକଙ୍କ ପାଇଁ ସ୍ବପ୍ନ ଭଳି ହୋଇଥାଏ । କାରଣ ଏହାର ଦାମ ଖୁବ୍ ଅଧିକ ରହିଥିବାରୁ ଲୋକମାନେ ଏହାକୁ କିଣିପାରନ୍ତି ନାହିଁ । ଅଧିକ ଦାମ ପାଇଁ ଆଇଫୋନ୍ କିଣି ପାରିନଥିବା ଲୋକଙ୍କ ପାଇଁ ଏବେ ଏକ ଖୁସି ଖବର । ତାହା ହେଲା  ଆସନ୍ତା ମାସ ଅର୍ଥାତ ଅଗଷ୍ଟରେ ବଜାରକୁ ଆସିବ ମେଡ ଇନ୍ ଚାଇନା ନୁହେଁ ମେଡ ଇନ୍ ଇଣ୍ଡିଆର ଆଇଫୋନ୍ । ସୂଚନା ଅନୁସାରେ ଅଗଷ୍ଟରେ ଫକ୍ସକନର […]

ରାଜ୍ୟ

ଛାତ୍ରୀନିବାସରେ ଲାଗିବ ସିସିଟିଭି : ଜଗନ୍ନାଥ ସାରକା

ଭୁବନେଶ୍ଵର : ରାଜଧାନୀରେ ଥିବା ଏସସି ଏସଟି ହଷ୍ଟେଲରେ ୪ ଜଣ ନୁହେଁ ଜଣେ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ସେ ପୁଣି ସ୍କୁଲରେ ନୁହେଁ ଘରେ ହୋଇଛି। ଏକଥା ଆଜି ଗୃହରେ ସ୍ପଷ୍ଟ କରିଛନ୍ତି ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀଙ୍କର ଏଭଳି ଉତ୍ତର କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି। ମନ୍ତ୍ରୀ ବିବୃତି ରଖିବା ପରେ ବିଧାନସଭାରେ ଗର୍ଜିଥିଲେ ବିରୋଧୀ । ମହିଳାଙ୍କ କ୍ଷେତ୍ରରେ ଦିନିକୁ ଦିନ ନିର୍ଯ୍ୟାତନା ଓ ଦୁଷ୍କମ […]

ରାଜ୍ୟ

ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ : ଆସନ୍ତାକାଲି ସୁନାବେଶ

ଭୁବନେଶ୍ଵର : ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା ପରେ ବାହୁଡ଼ା ଯାତ୍ରା ଶେଷ ହୋଇଛି। ନଅ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡି ଆସିଛନ୍ତି। ସନ୍ଧ୍ୟା ପୂର୍ବରୁ ତିନିଠାକୁରଙ୍କ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି। ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରୁ ବଡଦେଉଳ ଅଭିମୁଖେ ଫେରିଆସିଛନ୍ତି। ଆସନ୍ତାକାଲି ରଥ ଉପରେ ସୁନାବେଶ ହେବ। ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ […]

ଅପରାଧ

ଚରିତ୍ରକୁ ସନ୍ଦେହ କରି ମୋ ଝିଅକୁ ହତ୍ୟା କରାଯାଇଛି : ମୃତକଙ୍କ ପିତା

ଭୁବନେଶ୍ଵର : ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରେ ଶୁକ୍ରବାର ଦିନ ଜୈନିକ ନବ ବିବାହିତା ମହିଳାଙ୍କ ଝୁଲନ୍ତା ଶବହିଞ୍ଜିଳୀ ପୋଲିସ ଜବତ କରିଛି । ଶ୍ୱଶୁର ଘର ପକ୍ଷରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଥିବା ବେଳେ ଝିଅର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ହତ୍ୟା କରିଥିବା ନେଇ ଝିଅର ବାପା ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଏକ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିବା ସହ […]