Breaking News ରାଜ୍ୟ

ମୂଳ ପ୍ରଶାସନିକ ବିଭାଗରେ ବିଲୟ ହେବ ନିର୍ଦ୍ଦେଶାଳୟ

ଭୁବନେଶ୍ୱର : ରାଜ୍ୟର ସମସ୍ତ ନିର୍ଦ୍ଦେଶାଳୟ ଏଣିକି ନିଜର ମୂଳ ପ୍ରଶାସନିକ ବିଭାଗରେ ବିଲୟ ହେବେ। ନିର୍ଦ୍ଦେଶାଳୟ କର୍ମଚାରୀମାନଙ୍କ ପଦୋନ୍ନତି, ଅବସର ଅବା ମୃତ୍ୟୁ ହେଲେ ସେହି ପଦବୀଗୁଡ଼ିକ ଆପେଆପେ ଉଚ୍ଛେଦ ହୋଇଯିବ। ପ୍ରତ୍ୟେକ ଫାଇଲ୍ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଅନଲାଇନ ‘ୱସାସ’ ମାଧ୍ୟମରେ ସରକାରଙ୍କ ସମ୍ପୃକ୍ତ ବିଭାଗକୁ ଆସିବ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ଦ୍ଦେଶାଳୟ ଗୁଡ଼ିକର ବିଲୟ ପରେ ସେଠାରେ ଥିବା କର୍ମଚାରୀମାନେ […]

Breaking News ଦେଶ-ବିଦେଶ

ପାକିସ୍ତାନକୁ ବଳକା ପାଣି ବନ୍ଦ କରିବ ଭାରତ

ନୂଆଦିଲ୍ଲୀ : ସିନ୍ଧୁ ଜଳବଣ୍ଟନ ଚୁକ୍ତି ଅନୁସାରେ ଭାରତ ଭାଗରେ ପଡିଥିବା ପାଣିକୁ ବି ପାକିସ୍ତାନ ନେଉଥିଲା। ଆଗକୁ ପାକିସ୍ତାନକୁ ଏ ପାଣି ଆଉ ମିଳିବନି। କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ କହିଛନ୍ତି ସିନ୍ଧୁ ଚୁକ୍ତି ଆଧାରରେ ପାକିସ୍ତାନ ଯେତିକି ପାଣି ପାଇବା କଥା ତାଠାରୁ ଅଧିକ ପାଉଛି। ସେହି ବଳକା ପାଣିକୁ ଭାରତର ଅନ୍ୟ ଅଂଚଳକୁ ପଠାଇବାକୁ ଯୋଜନା କରାଯାଉଛି। ଏହା ସୁଚାଇ ଦେଉଛି ପାଣି ବନ୍ଦ ପାଇଁ ଯୋଜନା ହୋଇସାରିଛି। ସୂଚନାଯୋଗ୍ୟ ତିବ୍ଦତ ଓ […]

Breaking News ରାଜ୍ୟ

ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫% ଓ ଅଧ୍ୟାପକଙ୍କ ଡ୍ୟୁଟି ୭ଘଣ୍ଟା ବାଧ୍ୟତାମୂଳକ : ଅରୁଣ ସାହୁ

ଭୁବନେଶ୍ଵର : ରାଜ୍ୟର ଯୁକ୍ତ-୩ କଲେଜରେ ଲାଗୁ ହେବ ପ୍ରୋକ୍ଟୋରିଆଲ ସିଷ୍ଟମ। ୧୦୧ଟି କଲେଜରେ କରାଯିବ ସ୍ମାର୍ଟ କ୍ଲାସର ବ୍ୟବସ୍ଥା। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ପ୍ରତିଶତ ଏବଂ ଅଧ୍ୟାପକମାନେ ଦୈନିକ କଲେଜରେ ୭ଘଣ୍ଟା ରହିବେ। ଏହା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ବୁଧବାର ମନ୍ତ୍ରୀ ସାହୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ଯୁକ୍ତ-୩ କଲେଜ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ୧୦୪୭ଟି ଯୁକ୍ତ-୩ […]

Breaking News ରାଜ୍ୟ

ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଶିକ୍ଷାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର: ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ରହିବ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏଥିପାଇଁ ଗୃହ ବିଭାଗ ନିର୍ଦ୍ଦେଶ ଜାରି କରିଛି। ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଲାଗୁ କରିନଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଗୃହ ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମେତ ୧୦ଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Breaking News ଦେଶ-ବିଦେଶ

ସେପ୍ଟେମ୍ବରରୁ ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଅଧିକ ଜରିମାନା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ପହିଲାରୁ ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ଅଧିକ ଜରିମାନା। ସଂଶୋଧିତ ନିୟମ ଅନୁସାରେ, ଆମ୍ବୁଲାନ୍ସ, ଦମକଳ ଆଦି ଆପତ୍ତିଜନକ ଯାନବାହାନକୁ ବାଟ ନଛାଡ଼ିଲେ ଗଣିବାକୁ ହେବ ୧୦ ହଜାର ଟଙ୍କା। ଅଯୋଗ୍ୟ ଘୋଷିତ ହେବା ପରେ ଯଦି କୌଣସି ଚାଳକ ଗାଡ଼ି ଚଳାନ୍ତି ତେବେ ତାଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ନୂଆ ନିୟମ ଅନୁଯାୟୀ ଟ୍ରାଫିକ୍‌ ନିୟମ ଭଙ୍ଗୁଠିବା ବ୍ୟକ୍ତି ୧୦୦ ବଦଳରେ ଏଣିକି ୫୦୦ […]

Breaking News ମନୋରଞ୍ଜନ

ଟେଲେଭିଜନ ଅଭିନେତ୍ରୀ ସ୍ନେହା କରିବେ ତୃତୀୟ ବିବାହ

ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମ, ବିବାହ ଓ ଛାଡପତ୍ର କିଛି ନୂଆ କଥା ନୁହେଁ । ଋତୁ ବଦଳିଲା ପରି ଏସବୁ ହୁଏ। ସିନେମ ମଗାଜିନର ପ୍ରୁଷ୍ଠା ମଣ୍ଡନ କରେ ଏହି ପ୍ରସଙ୍ଗ। ସିନେ ପ୍ରେମିଙ୍କ ପାଇଁ ଏହା ହୁଏ ଚର୍ଚ୍ଚାର ଖୋରାକ। ଏବେ ଶୁଣିବାକୁ ମିଳୁଛି ଛୋଟ ପରଦାର ଅଭିନେତ୍ରୀ ସ୍ନେହା ବାଘ ତୃତୀୟ ବିବାହ କରିବେ। ଚର୍ଚ୍ଚାରେ ରହିଥିବା ସ୍ନେହା ଟେଲେଭିଜନ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ନିଜ କ୍ୟାରିଅରରେ ସେ ଅନେକ […]

Breaking News ଅପରାଧ

ବାବାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ : ହରିୟାଣାର ଜଣେ ବାବାଏନକେ ନାମରେ ମହିଳାଙ୍କୁ ଯୌନ ଶୋଷଣ ଏବଂ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି। ଏଇ ବାବଙ୍କ ନାମ ଜ୍ୟୋତିଗିରି ମହାରାଜ। ଅଭିଯୋଗ ଅନୁଯାୟୀ ହରିୟାଣା ଗୁରୁଗାଓଁର ବହେଡ଼ା କଳା ଗାଁର ବାବା ଜ୍ୟୋତିଗିରି ମହାରାଜ ଅନେକ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ବାବାଙ୍କର ସବୁ ଅଶ୍ଳୀଳ ଭିଡିଓ ସୋସାଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ପରେ ଗୁରୁଗାଓଁ ପୋଲିସ୍ ମାମଲା କରିବା ସହିତ […]

Breaking News ଦେଶ-ବିଦେଶ

ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ଆଜି ଚନ୍ଦ୍ରର ଦ୍ୱିତୀୟ କକ୍ଷରେ ସଫଳତା ପୂର୍ବକ ପ୍ରବେଶ କରିଛି। ବୁଧବାର ଇସ୍ରୋକୁ ଆଉ ଏକ ସଫଳତା ମିଳିଛି । ଚନ୍ଦ୍ରଯାନ-୨ ଦିନ ସାଢେ ୧୨ଟାରୁ ସାଢେ ୧ଟା ମଧ୍ୟରେ ଚନ୍ଦ୍ରର ଦ୍ୱିତୀୟ କକ୍ଷରେ ପ୍ରବେଶ କରିଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ପରିକ୍ରମା କରିବ। ଇସ୍ରୋ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଅଗଷ୍ଟ ୨୮ରେ ଏହା ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କରିବ।

Breaking News ବାଣିଜ୍ୟ

ଜୋମାଟୋ ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଆପ୍‌ ଏଣିକି ଅତ୍ୟଧିକ ରିହାତି ଦେବେନି

ନୂଆଦିଲ୍ଲୀ : ଜୋମାଟୋ, ସ୍ୱିଗୀ ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଓ ଡେଲିଭରୀ ଆପ୍‌ମାନେ ଏଣିକି ଆଉ ଅତ୍ୟଧିକ ରିହାତି ଦେବନି। ବିଭିନ୍ନ ରେସ୍ତୋରାଁ ସଂଘ ଓ ଫୁଡ ଆଗ୍ରିଗ୍ରେଟରମାନଙ୍କ ମଧ୍ୟରେ ଏନେଇ ସହମତି ହୋଇଛି ।ସୂଚନାଯୋଗ୍ୟ ଜୋମାଟୋ ଓ ସ୍ୱିଗୀ ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଓ ଡେଲିଭରୀ ଆପ୍‌ମାନେ ଖାଦ୍ୟ ଉପରେ ଅତ୍ୟଧିକ ରିହାତି ପ୍ରଦାନ କରୁଥିବାରୁ ପାରମ୍ପରିକ ରେସ୍ତୋରାଁ ଗୁଡିକର ବ୍ୟବସାୟ ପ୍ରଭାବିତ ହୋଇଛି। ଲୋକମାନେ ରେସ୍ତୋରାଁ ଯିବା ଅପେକ୍ଷା ଘରେ ବସି […]

Breaking News ଦେଶ-ବିଦେଶ

ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିଲାନି, ଆବେଦନର ତୁରନ୍ତ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ପୂର୍ବରୁ ଆଇଏନ୍‌ଏଏକ୍ସ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଥିଲେ। କୋର୍ଟ କହିଥିଲେ ଏପରି କଲେ ସମାଜକୁ ଏକ ଖରାପ ସନ୍ଦେଶ ଯିବ। ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ବୁଧବାର ପୂର୍ବାହ୍ନରେ ସ୍ୱତନ୍ତ୍ର ପିଟିସନର ଶୁଣାଣି କରିବା ସମୟରେ ଜଷ୍ଟିସ ଏନ୍‌ବି ରାମାନା ପି […]