Breaking News ଅପରାଧ

ଶାରୀରିକ ସଂପର୍କ ପାଇଁ ଭାଇ ଓ ନିଜ ପତ୍ନୀକୁ ହତ୍ୟାକଲା ସ୍ଵାମୀ

ନୂଆଦିଲ୍ଲୀ : ପିଉସୀଙ୍କ ପୁଅ ଭାଇ ସହିତ ପତ୍ନୀର ଶାରୀରିକ ସଂପର୍କ ଥିବା ସ୍ୱାମୀ ଶୁଣିଥିଲା। କିନ୍ତୁ ଦୂହିଁଙ୍କୁ ଖଟ ଉପରେ ଏକତ୍ର ଦେଖି ପ୍ରଥମେ ସାନ ଭାଇ ଓ ପରେ ନିଜ ପତ୍ନୀକୁ ସେ ନିର୍ମମ ଭାବେ ହାଣି ହତ୍ୟା କରିଛି। ଆଉ ପୋଲିସକୁ ଫୋନ କରି ଦୋଷ ସ୍ୱୀକାର କରିଛି ତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ କାନପୁର ଜିଲ୍ଲାର ନର୍ବଲ ଥାନା କ୍ଷେତ୍ରରେ ଥିବା ନରୌରା ଗାଁରେ ଘଟିଛି ଏଭଳି ଅଘଟଣ। […]

Breaking News ରାଜ୍ୟ

ଚିକେନ୍ ଖାଇ ବିଇଓ ସସପେଣ୍ଡ

ଭୁବନେଶ୍ଵର : ବିଦ୍ୟାଳୟ ପରିଦର୍ଶନରେ ଯାଇ ଚିକେନ ଖାଇବା ବଣାଇ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ମହଙ୍ଗା ପଡ଼ିଛି। ଖାଇବା ବେଳର ଭିଡ଼ିଓ ଭାଇରାଲ ହେବା ପରେ ବିଇଓ ବିନୟ ପ୍ରକାଶ ସଏ ହୋଇଛନ୍ତି ନିଲମ୍ବିତ। ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ ଘଟଣାର ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ସ୍କୁଲରେ ପାଠପଢା କେମିତି ଚାଲିଛି ତାହାର ଅନୁଧ୍ୟାନ ପାଇଁ ତିଲେଇମାଳ ପ୍ରାଥମିକ ବିଦ୍ୟାଳୟର ପରିଦର୍ଶନ କରିଥିଲେ ବିଇଓ ବିନୟ ପ୍ରକାଶ ସଏ। […]

Breaking News ଅପରାଧ

ଶାସ୍ତ୍ରୀ ନଗର: ସ୍ପା ସେଣ୍ଟରରୁ ଦଲାଲ ଗିରଫ, ୫ ଯୁବତୀ ଖସିଗଲେ

ଭୁବନେଶ୍ଵର : ଯେତେ ଯାହା କଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ସେକ୍ସ ରାକେଟ୍ ଉପରେ ପୋଲିସ ଅଙ୍କୁଶ ଲଗାଇ ପାରୁନି। ଦଶହରା ସମୟରେ ବ୍ୟାପକ ପୋଲିସ ମୁତୟନ ସତ୍ତ୍ୱେ ଶାସ୍ତ୍ରୀ ନଗରର ଏକ ସ୍ପାରେ ସେକ୍ସ ରାକେଟ୍ ଚାଲିଥିବା ଜଣାପଡିଛି। ଖାରବେଳନଗର ପୋଲିସ ଚଢଉ କରି ଜଣେ ଦଲାଲକୁ ଗିରଫ କରିଥିବା ବେଳେ ସ୍ପାରେ କାମ କରୁଥିବା ୫ ଜଣ ଯୁବତୀ ଫେରାର ହୋଇଯାଇଛନ୍ତି। ଫେରାର ଝିଅଙ୍କ ସମେତ ସ୍ପା ସେଣ୍ଟରର ମାଲିକଙ୍କୁ ଏବେ ପୋଲିସ ଖୋଜୁଛି। […]

Breaking News ରାଜ୍ୟ

୧୫ରୁ ନୟାଗଡ଼-ଭୁବନେଶ୍ୱର ରେଳସେବା ଆରମ୍ଭ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନି। କିନ୍ତୁ ଭୁବନେଶ୍ୱରରୁ ନୟାଗଡ଼କୁ ଚାଲିବ ‘ସେବା ସର୍ଭିିସ ଏକ୍ସପ୍ରେସ୍‌’। ଏହି ଟ୍ରେନ୍‌ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ବୋଲି ପୂର୍ବତଟ ରେଳପଥ ତରଫରୁ ଜଣାପଡ଼ିଛି। ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନରୁ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିବ ଏବଂ ରାତି ୯ଟାରେ ନୟାଗଡ଼ ପହଞ୍ଚିବ। ସେବା ସର୍ଭିସ ଏକ୍ସପ୍ରେସ୍‌ ଖୋର୍ଦ୍ଧା ରୋଡ଼, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଓ ବୋଲଗଡ଼ରେ ଅଟକିବ।

Breaking News ଅପରାଧ

ଘର ବାହାରକୁ ଯାଇଥିବା ନାବାଳିକା ଦୁଷ୍କର୍ମର ଶିକାର

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲାରେ ବୁଧବାର ରାତିରେ ଘଟିଛି ଲଜ୍ଜାଜଣକ ଘଟଣା। ଶୌଚ ପାଇଁ ଘର ବାହାରକୁ ଯାଇଥିବା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖବର ଅନୁଯାୟୀ ଗତ ବୁଧବାର ରାତିରେ କୋଦଳା ଥାନା ବେଗୁନିଆପଡା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ପରିଶ୍ରା କରିବାକୁ ଘରୁ ବାହାରକୁ ଆସିଥିଲେ। ଏହି ସମୟରେ ତିରିଡ଼ା ଗାଁର ସୁଶାନ୍ତ କୁମାର ସାହୁ ତାକୁ ଉଠାଇ ନେଇ […]

Breaking News ରାଜ୍ୟ

କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପର୍ଯ୍ୟ।ପ୍ତ ସୁଯୋଗ ରହିଛି-ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର: ରାଜ୍ୟରେ କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପର୍ଯ୍ୟ।ପ୍ତ ସୁଯୋଗ ରହିଛି। ଏହାଦ୍ଵାରା ଷୀମାନଙ୍କର ଆୟ ବହୁଗୁଣିତ ହେବା ସହିତ ବ୍ୟାପକ କର୍ମନିକ୍ତି ସୃଷ୍ଟି ହୋଇ ପାରିବ। ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ଶୁକ୍ରବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଭେଟେରିନାରୀ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପାଳନ ହୋଇଛି ବିଶ୍ୱ ଅଣ୍ଡା ଦିବସ। ଏହି ଅବସରରେ […]

Breaking News ଅପରାଧ

ମାଲକାନଗିରି: ୭ ଡକାୟତ ଗିରଫ

ଭୁବନେଶ୍ଵର : ନକଲି ବନ୍ଧୁକ ଦେଖାଇ ଡକାୟତି କରୁଥିବା ଗ୍ୟାଙ୍ଗର ୭ ଜଣଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି। ଏମାନଙ୍କ ନିକଟରୁ ଜବତ ହୋଇଛି ୨୫ଟି ଚୋରି ସାମଗ୍ରୀ। ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରି ଶୁକ୍ରବାରଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ରିକ୍ଳାଏମେସନ କଲୋନିର ଜଗନ୍ନାଥ ଦେବନାଥ, ପୁରୁଣା ମେଡିକାଲ କଲୋନିର ରାଜୁ, ଏମ୍‌.ଭି-୪୫ର ରାହୁଲ ମଇତ୍ର, ଝନ୍ତୁଲାଲ ମଣ୍ଡଳ, ଶିକ୍ଷା କଲୋନିର ସୌମ୍ୟ ରଂଜନ ପରିଡା। ଏହି ଗ୍ୟାଙ୍ଗରେ ୨ ଜଣ ନାବାଳକ ସାମିଲ […]

Breaking News ଦେଶ-ବିଦେଶ

ଆତଙ୍କବାଦୀଙ୍କ ପାଖରେ ରହିଛି ଅସ୍ତ୍ର ଶସ୍ତ୍ରର ଅଭାବ

ନୂଆଦିଲ୍ଲୀ : ଜମ୍ମୁ-ଶ୍ମୀରରେ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଅଭାବର ସାମ୍ନା କରୁଛନ୍ତି। ସେଥିପାଇଁ ସେମାନେ ଥାନା ଲୁଟିବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି। ପାକିସ୍ତାନ ଏବେ ସଙ୍କଟରେ ରହିଥିବାରୁ ଜମ୍ମୁ-କାଶ୍ମୀରକୁ ଅସ୍ତ୍ରଶସ୍ତ୍ର ପଠାଇବା ଲାଗି ବିଭିନ୍ନ କୌଶଳ ଆପଣଉଛି। ଏହା କହିଛନ୍ତି ଜମ୍ମୁ-କାଶ୍ମୀରର ନଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ। ଅନ୍ୟ ଏକ ସୂଚନା ମିଳିଛି ପାକ୍‌ ଅଧିକୃତ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟସ୍ଥ ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ୫୦୦ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ ଅପେକ୍ଷାରେ ରହିଛନ୍ତି। ଶୁକ୍ରବାର […]

Breaking News ଦେଶ-ବିଦେଶ

ମହାବଳୀପୁରମ୍‌ରେ ଜିନ୍‌ପିଙ୍ଗ ଓ ମୋଦି

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଚେନ୍ନାଇରେ ଭେଟଘାଟ ହୋଇଛି। ଏହି ଅବସରରେ ମୋଦୀ ପାରମ୍ପରିକ ଦକ୍ଷିଣ ଭାରତୀୟ ଧୋତି ଏବଂ ଶାର୍ଟ ପିନ୍ଧିବା ସହ କାନ୍ଧରେ ଉତ୍ତରୀୟ ପକାଇଛନ୍ତି। ମହାବଳୀପୁରମ୍‌ର ମୋଦି ଜିନ୍‌ପିଙ୍ଗଙ୍କୁ କିଛି ଐତିହ୍ୟ ଦେଖାଇଛନ୍ତି। ଦୁଇ ରାଷ୍ଟ୍ର ନେତା ପ୍ରସିଦ୍ଧ ଅର୍ଜୁନ ପ୍ରାୟଶ୍ଚିତ ସ୍ଥଳ, ପଞ୍ଚରଥ ଓ ଶୋର୍‌ ମନ୍ଦିର ଆଦି ବୁଲି ଦେଖିଥିଲେ। ଏଠାରେ ରହିଥିଲେ ୧୦ ମିନିଟ୍‌। ପରସ୍ପର […]

Breaking News ଅପରାଧ

ସମ୍ବଲପୁର: ୫ ଚୋର ସମେତ ୮ଗିରଫ

ଭୁବନେଶ୍ଵର : ସମ୍ବଲପୁର ଅଇଁଠାପାଲି ପୋଲିସ ଏକ ଚୋର ଗ୍ୟାଙ୍ଗକୁ ଧରିଛି। ୫ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ପ୍ରାୟ ୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରାଯାଇଛି। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ଭବାନୀ ଶଙ୍କର ଉଦ୍‌ଗାତା। ସେ କହିଛନ୍ତି ଏହି ଚୋରମାନେ ତାଲା ବନ୍ଦ ଘରକୁ ଟାର୍ଗେଟ କରୁଥିଲେ। ପାଖ ଘରର ଲୋକେ ଶୋଇପଡ଼ିବା ପରେ ଭିତରେ ପଶି ଲୁଟ୍‌ କରୁଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ଗିରିଧାରିବସ୍ତିର […]