ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତି: ରିଲାଏନ୍ସ ଗ୍ରୁପ୍‌ ମୁଖ୍ୟ ଅନୀଲ ଅମ୍ବାନୀଙ୍କୁ ଇଡି ନୋଟିସ

ମୁମ୍ବାଇ : ରିଲାଏନ୍ସ ଗ୍ରୁପ୍‌ ମୁଖ୍ୟ ଅନୀଲ ଅମ୍ବାନୀ ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି। ଏହି ମାମଲାରେ ହାଜର ହେବା ପାଇଁ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ ଜାରି କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ଋଣ ଭାରାରେ ବୁଡ଼ି ରହିଥିବା ଅନୀଲ ଅମ୍ବାନୀ ତାଙ୍କ ଗ୍ରୁପ୍‌କୁ ବ୍ୟାଙ୍କ ଋଣ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାସତ୍ତ୍ୱେ ଅନୀଲ ଅମ୍ବାନୀ ଓ ତାଙ୍କ ରିଲାଏନ୍ସ ଗ୍ରୁପ୍‌ ୟେସ୍‌ ବ୍ୟାଙ୍କ୍‌ରୁ କୋଟି କୋଟି […]

ଅଧିକ ପଢନ୍ତୁ

ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ମଞ୍ଜୁର କଲେ ୨୨୫ କୋଟି

ଭୁବନେଶ୍ୱର : କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଆଜି ୨୨୫ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି। ସୋମବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ରାଶି ମଞ୍ଜୁରୀ କରାଯାଇଛି। ସ୍ଵାସ୍ଥ୍ୟ ବିଭାଗକୁ ମଞ୍ଜୁରୀ ହୋଇଥିବା ଟଙ୍କାରେ ଲୋକଙ୍କ ପାଇଁ ଖୋଲାଯାଇଥିବା କ୍ୱାରେନଟାଇନ ପରିସରରେ ନମୁନା ସଂଗ୍ରହ, ସ୍କ୍ରିନିଂ, ଅସ୍ଥାୟୀ ଭାବେ […]

ଅଧିକ ପଢନ୍ତୁ

କରୋନା ପାଇଁ ବଳଦେବ ଜୀଉଙ୍କ ମନ୍ଦିରରେ କଟକଣା, ୩୧ ଯାଏଁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ଵର : ଓଡିଶାରେ କରୋନା ପାଇଁ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ଗୁଡିକରେ କଟକଣା ଲାଗୁହୋଇଛି। ସେହି କ୍ରମରେ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଉପରେ କିଛି କଟକମା ଜାରି କରାଯାଇଛି। ଏହାଛଡା ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। କରୋନା ସତର୍କତା ପାଇଁ ମାର୍ଚ୍ଚ ୧୭ରୁ ୩୧ ଯାଏଁ ଏହା ବନ୍ଦ ରହିବ ବୋଲି ରାଜନଗର ଡିଏଫଓ ସୂଚନା ଦେଇଛନ୍ତି। ସୋମବାର ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ […]

ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ଲେବର ଇନ୍ସପେକ୍ଟର

ଭୁବନେଶ୍ଵର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳ ଲେବର ଇନିସପେକ୍ଟର ଜୟନ୍ତ ପଣ୍ଡା। ଭିଜିଲାନ୍ସ ଟିମ ତାଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରିଛି। ଶ୍ରମିକ ଲାଇସେନ୍ସ ନବୀକରଣ ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସେ ଲାଞ୍ଚ ନେଉଥିଲେ। ପୂର୍ବରୁ ଭିଜିଲାନ୍ସକୁ ଏନେଇ ସୂଚନା ମିଳିଥିଲା। ଯୋଜନା ମୁତାବକ ଲାଞ୍ଚ ନେଉଥିବା ସମୟରେ ବେଳେ ତାଙ୍କୁ ଧରିଥିଲା।

ଅଧିକ ପଢନ୍ତୁ

ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଭୁବନେଶ୍ଵର : ଗଜପତି ଜିଲ୍ଲା ମୋହନା ରାଇସିଂ ଘାଟିରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ସହ ପିକ୍‌ଅପ ଧକ୍କା ହେବରୁ ଘଟଣା ସ୍ଥଳରେ ୩ ଜଣଙ୍କର ଜୀବନ ଯାଇଛି। ମୃତକମାନେ କର୍ଚବାଡି ଅଞ୍ଚଳର। ସେମାନେ ନିଜ ଗାଁ’କୁ ଫେରୁଥିବା ବେଳେ ଘାଟିରେ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଜବତ କରି ତଦନ୍ତ କରୁଛି।

ଅଧିକ ପଢନ୍ତୁ

ସ୍ୱାମୀ-ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା

ଭୁବନେଶ୍ଵର : ଗଜପତି ଜିଲ୍ଲା ମୋହନା ଥାନା ଗପଟିମା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ୱାମୀ ପୁଟୁରୁ ମଲ୍ଲିକ ଓ ସ୍ତ୍ରୀ ସବିତା ମଲ୍ଲିକକୁ କେହି ହତ୍ୟା କରି ଜଙ୍ଗଲରେ ଭିଙ୍ଗି ଦେଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନି। ତେବେ ଗୁଣିଗାରେଡ଼ିକୁ ନେଇ ଏପରି ଘଟିଥିବା ମୃତ ପୁଟୁରୁର ପୁଅ ଅଭିଯୋଗ କରିଛନ୍ତି। ପୁଟୁରୁ ଓ ସବିତା ମଲ୍ଲିକ ସକାଳେ ନିଜ ବଗିଚାକୁ ତେନ୍ତୁଳି ଜଗି ବାକୁ ଯାଇଥିଲେ। ସେଠାରେ କେହି ଧାରୁଆ ଅସ୍ତ୍ରରେ ଉଭୟଙ୍କ ଗଳା […]

ଅଧିକ ପଢନ୍ତୁ

ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କମଲନାଥଙ୍କୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭାରେ ଆସନ୍ତାକାଲି ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଅ। ସୋମବାର କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ। ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ୬ ଜଣ ମନ୍ତ୍ରୀଙ୍କର ଇସ୍ତଫା ଶନିବାର ଦିନ ଗୃହୀତ ହୋଇଥିଲା। ଏହାପରେ ରାଜ୍ୟପାଳ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କୁ ପତ୍ରଲେଖି ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ବିଧାନସଭାରେ କମଲନାଥଙ୍କ ସରକାରର ସଂଖ୍ୟା ଗରିଷ୍ଠତାର ପରୀକ୍ଷା ନେବାକୁ […]

ଅଧିକ ପଢନ୍ତୁ

ବିଦେଶରୁ ଆସି ପଞ୍ଜୀକରଣ କଲେ ମିଳିବ ୧୫ ହଜାର ଟଙ୍କା ପ୍ରୋତ୍ସାହନ

ଭୁବନେଶ୍ୱର : ରାଜ୍ୟ ସରକାର ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି। ଯେଉଁମାନେ ବିଦେଶ ଗସ୍ତ ଶେଷକରି ଓଡ଼ିଶାରେ ପହଞ୍ଚି ନାମ ପଞ୍ଜୀକରଣ କରିବେ ସେମାନଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ମିଳିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଅସାଧାରଣ ପରିସ୍ଥିତିରେ ଅସାଧାରଣ ପଦକ୍ଷେପ ଜରୁରୀ ଅଟେ। ଓଡ଼ିଶାବାସୀକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ରାଜ୍ୟରେ କୋଭିଡ୍‌-୧୯ର ସଂକ୍ରମଣକୁ […]

ଅଧିକ ପଢନ୍ତୁ

୫୩ଜଣ ଓଡିଆଙ୍କ ସଂସ୍ପର୍ଶରେ ଆସିଥିଲେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି

ଭୁବନେଶ୍ୱର : ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ରବିବାର ରାତିରେ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଥିବା ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୬ରେ ଇଟାଲିରୁ ଭାରତ ଫେରିବା ପରେ ଓଡିଶା ଆସିଥିଲେ। ଏହି ସମୟରେ ମଧ୍ୟରେ ସେ ପ୍ରାୟ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଟ୍ରେନରେ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ସେଥିମଧ୍ୟରୁ ଓଡିଶାର ଅଛନ୍ତି ୫୩ଜଣ। ଆଇଇସିର ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ବାଗଚୀ […]

ଅଧିକ ପଢନ୍ତୁ

ବିବାହ କରିବାକୁ ଯାଉଛନ୍ତି ସ୍ୱପ୍ନା ଚୌଧୁରୀ

ହରିୟାଣା : ହରିୟାଣାର ସ୍ୱପ୍ନା ଚୌଧୁରୀ ଜଣେ ଭଲ ସିଙ୍ଗର ଓ ଡ୍ୟାନ୍ସର। ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି ସ୍ୱପ୍ନା ହରିୟାଣାର ବୀର ସାହୁ ନାମକ ଯୁବକଙ୍କୁ ଡେଟ କରୁଥିଲେ। ତାଙ୍କୁ ହିଁ ବିବାହ କରିବେ। ବୀର ଗୀତ ଗାଇବା ସହ ଅଭିନୟ ମଧ୍ୟ କରନ୍ତି। ଏକ ସାକ୍ଷାତକାରରେ ବୀରଙ୍କୁ ନେଇ ସ୍ୱପ୍ନା ଅନେକ ପ୍ରଶଂସା କରିଥିଲେ। ସେ କହିଥିଲେ ବୀର ବହୁତ ଭଲ ମଣିଷ। ୨୦୧୫-୧୬ ମସିହାରେ ଏକ ଆୱାର୍ଡ […]

ଅଧିକ ପଢନ୍ତୁ