ଦେଶବ୍ୟାପୀ ଲକଡାଉନ୍ ସମ୍ଭାବନା କମ୍

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ବଢି ଚାଲିଛି। ପଜିଟିଭିଟି ହାର ରହିଛି ୧୫ ପ୍ରତିଶତ ଅଧିକ। ପ୍ରାୟ ୧୫୦ଟି ଜିଲ୍ଲାରେ ମିନି-ଲକଡାଉନ କଟକଣା ଲାଗୁ ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ଲକଡାଉନର ଆବଶ୍ୟକତା ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାସତ୍ତ୍ଵେ କେନ୍ଦ୍ର ସରକାର ଗତବର୍ଷ ପରି ଦେଶବ୍ୟାପୀ ଲକଡାଉନ ଲଗାଇବାର ସମ୍ଭାବନା କମ୍। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।

Leave A Reply

Your email address will not be published.