ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୯୮୬୧

ନୂଆଦିଲ୍ଲୀ : ଦେଶରେ ୧୨,୩,୬୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୭୮୨୬୦୭ ଜଣ। ୨୯,୮୬୧ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୪୫,୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୧୨୯ ଜଣ ମୃତ୍ୟୁବରଣ କରିଛନ୍ତି। ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୬,୧୬୭ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁଯାୟୀ କରୋନାରେ ଆନ୍ଧ୍ରପ୍ରଦେଶର ୮୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୬୪ଜଣ, ବିହାରରେ ୨୧୭ ଜଣ , ଚଣ୍ଡିଗଡ଼ରେ ୧୩ଜଣ, ଛତିଶଗଡ଼ରେ ୨୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୩୭୧୯ଜଣ, ଗୋଆରେ ୨୮ଜଣ, ଗୁଜରାଟରେ ୨୨୨୪ଜଣ, ହରିୟାଣାରେ ୩୭୨ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୭୩ ଜଣ , ଝାଡ଼ଖଣ୍ଡରେ ୬୪ ଜଣ, କର୍ଣ୍ଣାଟକରେ ୧୫୧୯ଜଣ, କେରଳରେ ୪୫ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୭୦ଜଣ, ମହାରାଷ୍ଟ୍ରରେ ୧୨୫୫୬ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୧୧୪ଜଣ, ପୁଡୁଚେରୀରେ ୩୧ ଜଣ, ପଞ୍ଜାବରେ ୨୬୯ ଜଣ, ରାଜସ୍ଥାନରେ ୫୮୩ଜଣ, ତାମିଲନାଡୁରେ ୩୧୪୪ଜଣ, ତେଲେଙ୍ଗାନାରେ ୪୩୮ଜଣ, ତ୍ରିପୁରାରେ ୯ଜଣ, ଉତ୍ତରାଖଣ୍ଡରେ ୫୭ଜଣ, ଉତ୍ତରପ୍ରଦେଶରେ ୧୨୬୩ଜଣ ଓ ପଶ୍ଚମବଙ୍ଗରେ ୧୨୨୧ଜଣଙ୍କର ମୃତ୍ୟୁ ହୋଇଛି।

  ସ୍କୁଲ ଫି : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ନେଲେ ନିଷ୍ପତ୍ତି

ସେହିପରି ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜରେ ୨୨୧ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶ ଏହି ସଂଖ୍ୟା ରହିଛି ୬୪୭୧୩ । ଏହାଛଡା ଅରୁଣାଚଳ ପ୍ରଦେଶରେ ୯୪୯, ଆସାମ ୨୬୭୭୨, ବିହାର ୩୦୩୬୯, ଚଣ୍ଡିଗଡ଼ ୭୯୩, ଛତିଶଗଡ଼ ୫୯୬୮, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୭୩୩, ଦିଲ୍ଲୀ ୧୨୬୩୨୩, ଗୋଆ ୪୧୭୬, ଗୁଜରାଟ ୫୧୩୯୯, ହରିୟାଣା ୨୮୧୮୬, ହିମାଚଳ ପ୍ରଦେଶ ୧୭୨୫, ଜମ୍ମୁ ଓ କଶ୍ମୀର ୧୫୭୧୧, ଝାଡ଼ଖଣ୍ଡ ୬୪୮୫, କର୍ଣ୍ଣାଟକ ୭୫୮୩୩, କେରଳ ୧୫୦୩୨, ଲଦାଖ ୧୨୦୬, ମଧ୍ୟପ୍ରଦେଶ ୨୪୮୪୨, ମହାରାଷ୍ଟ୍ର ୩୩୭୬୦୭, ମଣିପୁର ୨୦୬୦, ମେଘାଳୟ ୫୧୪, ମିଜୋରାମ ୩୧୭, ନାଗାଲାଣ୍ଡ ୧୦୮୪, ଓଡ଼ିଶା ୨୧୦୯୯, ପୁଡୁଚେରୀ ୨୩୦୦, ପଞ୍ଜାବ ୧୧୩୦୧, ରାଜସ୍ଥାନ ୩୨୩୩୪, ସିକିମ୍ ୪୩୮, ତାମିଲନାଡୁ ୧୮୬୪୯୨, ତେଲେଙ୍ଗାନା ୪୯୨୫୯, ତ୍ରିପୁରା ୩୪୪୯, ଉତ୍ତରାଖଣ୍ଡ ୫୩୦୦, ଉତ୍ତରପ୍ରଦେଶ ୫୫୫୮୮ ଓ ପଶ୍ଚିମବଙ୍ଗରେ ୪୯୩୨୧ରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ମତାମତ ଦିଅନ୍ତୁ ।