ଧରାପଡିଲା ୭୮୬ କେଜିର ମଗର ମାଛ

ଜଳେଶ୍ୱର : ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣରୁ ଆଜି ସକାଳେ ଏକ ବିଶାଳକାୟ ମଗର ମାଛ ଜାଲରେ ଧରାପଡ଼ିଛି। ଏହାର ଓଜନ ୭୮୬ କେଜି। ଏହି ମାଛକୁ ଦେଖିବା ପାଇଁ ପ୍ରବଳ ଲୋକଭିଡ଼ ହୋଇଥିଲା। ତେବେ ଖବର ମିଳିଛି ଏହି ମାଛକୁ ପଶ୍ଚିମବଙ୍ଗ ରାଣାଘାଟର ଏକ କମ୍ପାନୀ ୫୦ ହଜାର ଟଙ୍କାରେ କିଣି ନେଇଛି।

ମତାମତ ଦିଅନ୍ତୁ ।