ଡି-ବ୍ରଦର୍ସଙ୍କ ୧୨ ସହଯୋଗୀଙ୍କୁ ପୋଲିସ ଉଠାଇନେଲା

କଟକ : ଡି-ବ୍ରଦର୍ସଙ୍କ ୧୨ଜଣ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ ଉଠାଇ ନେଇଛି। ସେମାନଙ୍କ ନିକଟରୁ ଏକାଧିକ ବନ୍ଧୁକ ଓ ଗୁଳି ଜବତ ହୋଇଛି। ଖବର ଅନୁଯାୟୀ କଟକ ଜଗତପୁର, ମାଲଗୋଦାମ ଓ ଚାଉଳିଆଗଞ୍ଜ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଡ୍ରି-ବଦର୍ସଙ୍କ ୧୨ଜଣ ସହଯୋଗୀଙ୍କୁ ଉଠାଇ ନେଇଥିବା ବେଳେ ଏକ ଦାମୀ କାର୍‌ ଜବତ କରିଥିବା ସୂଚନା ରହିଛି।

ମତାମତ ଦିଅନ୍ତୁ ।