ଦିଲ୍ଲୀପ ରାୟଙ୍କ ଦଣ୍ଡବିଧାନ ତାରିଖ ୨୬କୁ ଘୁଞ୍ଚିଲା

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜି ଥିଲା ତାଙ୍କ ଦଣ୍ଡବିଧାନ ଘୋଷଣା। କିନ୍ତୁ ଏହି ଘୋଷଣା ଆସନ୍ତା ଅକ୍ଟୋବର ୨୬କୁ ଘୁଞ୍ଚିଛି। ତେବେ ମାମଲାରେ ସମସ୍ତ ଦୋଷୀ କୋଭିଡ୍-୧୯ ପ୍ରତିଷେଧକ ସହ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀପଙ୍କ ସମେତ ୩ ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ମତାମତ ଦିଅନ୍ତୁ ।