Breaking Newsଅପରାଧ

ଡ୍ରଗ୍ସ ଲିଙ୍କ୍ : ମନ୍ତ୍ରୀଙ୍କ ଜ୍ୱାଇଁଙ୍କୁ ଏନସିବିର ସମନ

ମୁମ୍ୱାଇ : ଡ୍ରଗ୍ସ ଲିଙ୍କ୍ ନେଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏନସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲିକଙ୍କ ଜ୍ୱାଇଁଙ୍କୁ ସନ୍ଦେହ ପରିସରକୁ ଆଣିଛି। ଜେରା କରିବା ସମୀର ଖାନଙ୍କୁ ସମନ୍ ଜାରି କରାଯାଇଛି।

ଏହି ମାମଲାରେ ବ୍ରିଟିଶ ନାଗରିକ ସଜନାନୀ ଗତ ସପ୍ତାହରେ ଗିରଫ୍ ହୋଇଥିଲେ। ତାଙ୍କ ପାଖରୁ ୨୦୦ କେଜି ଡ୍ରଗ୍ସ ମିଳିଥିଲା। ସଜନାନୀର ଗୁଗୁଲ ପେ ଆକାଉଣ୍ଟରୁ ସମୀର ଆକାଉଣ୍ଟକୁ ୨୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଥିବାରୁ ଡ୍ରଗ୍ସ କାରବାର ନେଇ ଏନସିବି ସନ୍ଦେହ କରିଛି।

ମତାମତ ଦିଅନ୍ତୁ ।

Back to top button