ଏହି ୩ଟି ନାମର ଝିଅ ବହୁତ ଭାଗ୍ୟଶାଳୀ

ବିବାହ ପାଇଁ ସମସ୍ତେ ଖୋଜନ୍ତି ମନ ପସନ୍ଦର ସାଥୀ। ଯେଉଁମାନଙ୍କୁ ଉତ୍ତମ ସାଥୀ ମିଳିଯାଏ ସେମାନଙ୍କ ଜୀବନରେ ସମସ୍ୟା ଦେଖଦିଏନି। ମାତ୍ର ବ୍ୟତିକ୍ରମ ହେଲେ ସୃଷ୍ଟି ହୁଏ ଅଶାନ୍ତି। କୁହାଯାଏ ବିବାହ ପରେ ଝିଅର ଭାଗ୍ୟ ପୁଅ ସହିତ ଯୋଡି ହୋଇଯାଏ। ଶାସ୍ତ୍ର ଅନୁସାରେ ୩ଟି ନାମର ଝିଅଙ୍କୁ ବିବାହ କରିବା ପରେ ଭାଗ୍ୟ ଚମକି ଉଠେ। ଆସନ୍ତୁ ଏ ବିଷୟରେ ଜାଣିବା।

ବିଶ୍ଵାସ କରାଯାଏ ‘ମ’ ନାମର ଝିଅମାନେ ବିବାହ ପାଇଁ ସବୁଠୁ ଅଧିକ ଯୋଗ୍ୟା। ଏମାନେ ବହୁତ ଗୁଣବାନ ଓ ସମସ୍ତଙ୍କ ସହ ଉତ୍ତମ ବ୍ୟବହାର କରନ୍ତି। ହୃଦୟ ମଧ୍ୟ ବହୁତ ସଫା। ନିଜ ଜୀବନସାଥୀଙ୍କୁ ଖୁବ ଭଲ ପାଆନ୍ତି ଓ ପରିବାରକୁ ସବୁବେଳେ ଯୋଡି ରଖିବାକୁ ପ୍ରୟାସ କରିଥାନ୍ତି। କେବେ କାହା ମନରେ କଷ୍ଟ ଦିଅନ୍ତି ନାହିଁ, ସମସ୍ତଙ୍କର ଧ୍ୟାନ ରଖନ୍ତି। ଯେକୌଣସି କାର୍ଯ୍ୟରେ ହାତ ଦେଲେ ତାହା ପୁରା ନକରି ବିଶ୍ରାମ ନିଅନ୍ତିନି। ସବୁ ପରିସ୍ଥିତିରେ ନିଜ ପରିବାର ସହ ଠିଆ ହୁଅନ୍ତି। ଏମାନଙ୍କୁ ଶୀଘ୍ର ରାଗଯାନ୍ତି ଓ ଶାନ୍ତ ମଧ୍ୟ ହୁଅନ୍ତି।

ସେହିପରି ‘କ’ ନାମର ଝିଅମାନେ ଦେଖିବାକୁ ଖୁବ ସୁନ୍ଦର ଓ ଗୁଣବାନ ହୋଇଥାନ୍ତି। ଏହି ନାମର ଝିଅମାନେ ବହୁତ ଅଧିକ ଭାବୁକ। ଓ ନିଜ ସଂପର୍କକୁ ବହୁତ ବିଶ୍ୱସ୍ତତାର ସହ ତୁଲାଇ ଥାଆନ୍ତି। ଏମାନଙ୍କ ହୃଦୟ ଖୁବ ନିର୍ମଳ। ଓ ପତିଙ୍କ ପ୍ରେମରେ ଏତେ ବୁଡି ରୁହନ୍ତି ଯେ ନିଜକୁ ଭୁଲି ଯାଆନ୍ତି। ପତିଙ୍କ ପାଇଁ ଏମାନେ ହୋଇଥାନ୍ତି ସୌଭାଗ୍ୟର କାରଣ।

‘ସ’ ନାମର ଝିଅମାନେ ସାମାନ୍ୟ ରାଗି। ଏମାନଙ୍କୁ ଭଲଭାବେ ଚିହ୍ନି ପାରିଲେ ଚିନ୍ତାଧାରା ପରିବର୍ତ୍ତନ ହୋଇଯାଏ। ଏମାନଙ୍କ ଉଦ୍ଦେଶ୍ୟ ଓ ଇଚ୍ଛା ଶକ୍ତି ଖୁବ ମଜବୁତ। ପରିବାର ଉପରେ ଆସୁଥିବା ସମସ୍ତ ସମସ୍ୟାକୁ ଦୃଢତାର ସହ ସାମନା କରନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.