Breaking Newsଅପରାଧ

ଏସ୍‌ବିଆଇ ଶାଖାରୁ ୬ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

ରାଉକେଲା : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋର ଏସ୍‌ବିଆଇ ବ୍ୟାଙ୍କରେ ଲୁଟ୍। ଦୁଇଟି ବାଇକରେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ ଖଣ୍ଡା ଦେଖାଇ ପ୍ରାୟ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସେମାନଙ୍କ ଆକ୍ରମଣରରେ ବ୍ରାଞ୍ଚ ମ୍ୟାନେଜରଙ୍କ ହାତ ଭାଙ୍ଗିଥିବା ଘଟଣାସ୍ଥଳରେ ବିରମିତ୍ରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button