ଏସ୍‌ଏସ୍‌ସି ପରୀକ୍ଷାରେ ଓଡିଶାର ରୋଶନ ଜେନା ଟପ୍ପର

ଭୁବନେଶ୍ୱର : ଏସ୍‌ଏସ୍‌ସିର ଆସିଷ୍ଟାଣ୍ଟ ଅଡିଟ ଅଫିସର ପରୀକ୍ଷାରେ ୧୩ ଲକ୍ଷ ପରିକ୍ଷାର୍ଥୀଙ୍କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀର ରୋଶନ ଜେନା।

ରୋଶନ କହିଛନ୍ତି ମନରେ ବିଶ୍ୱାସ ଆଉ କର୍ତ୍ତବ୍ୟ ପ୍ରତି ନିଷ୍ଠା ରହିଲେ ସଫଳତା ନିଶ୍ଚୟ ମିଳିବ। ତେବେ ସେ ଭବିଷ୍ୟତରେ ଜଣେ ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ରୋଶନ ଜଟଣୀ ରେଳବାଇ କଲୋନୀର ଭୀମସେନ ଓ ସବିତା ଜେନାଙ୍କ ବଡ ପୁଅ। ସ୍କୁଲ ପଢା ପରେ ରାଉରକେଲା ନିଟରେ ବି-ଟେକ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button