ଏସସି/ଏସଟି ପିଲାମାନେ ପୋଷ୍ଟ ମାଟ୍ରିକ ସ୍କଲାରସିପ ପ୍ରଚଳିତ ହାରରେ ପାଇବେ

ଭୁବନେଶ୍ଵର : ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ପରିବର୍ତ୍ତନ ହେବନାହିଁ। ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ। ଏସସି/ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଥିବାରୁ ରିଜୋଲ୍ୟୁସନ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସ୍କୁଲ ବନ୍ଦ ରହିଥିଲେ ମଧ୍ୟ ପିଲାମାନେ ସ୍କଲାରସିପ ପାଇପାରିବେ।

ମତାମତ ଦିଅନ୍ତୁ ।