Breaking Newsରାଜ୍ୟ

ଫେବ୍ରୁଆରୀ ସୁଦ୍ଧା ଆସିପାରେ କରୋନା ଭ୍ୟାକସିନ୍

ଭୁବନେଶ୍ୱର : ଆସନ୍ତା ୨୦୨୧ ଫେବ୍ରୁଆରୀ ବେଳକୁ କରୋନା ଭ୍ୟାକସିନ୍ ଉପଲବ୍ଧ ହୋଇପାରେ। ଏହି ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି ପଶୁ ଠାରେ ଭ୍ୟାକସିନ୍ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ୍ ହେବ। ଏବେ ଫାଷ୍ଟ ଟ୍ରାଏଲ୍ ଚାଲିଛି। ସଫଳତା ମିଳିବା ପରେ ସେକେଣ୍ଡ ଟ୍ରାଏଲ୍ ହେବ। ଯଦି ଏଥିରେ ସଫଳତା ମିଳିବ ତେବେ ଡିସେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ଟିକା ଆସିବ।

ମତାମତ ଦିଅନ୍ତୁ ।

Back to top button