ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ଭୋପାଲ : ଉତ୍ତର ପ୍ରଦେଶ ଗାଙ୍ଗଷ୍ଟର ବିକାଶ ଦୁବେକୁ ଆଜି ମଧ୍ୟପ୍ରଦେଶର ଉଜୈନ ମହାକାଳ ମନ୍ଦିରରୁ ପୋଲିସ ଗିରଫ କରିଛି। ଆସନ୍ତକାଲି ବିକାଶକୁ ଏସଟିଏଫ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ବିକାଶକୁ ଉଜୈନରୁ କାନପୁର ଅଣାଯାଉଛି। ଏହାପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।