ଗଞ୍ଜେଇ କାରବାର ଅଭିଯୋଗ : ଜୟପୁର ଉପକାରାଗାରରେ ଚଢ଼ଉ

ଜୟପୁର : ଜୟପୁର ଉପକାରାଗାର ଭିତରେ ଗଞ୍ଜେଇ କାରବାର। ଏହି ଅଭିଯୋଗ ପରେ ଆଜି ଭୋର ୪ଟାରେ ପୋଲିସ ଚଢଉ କରିଛି।

ଖବର ଅନୁଯାୟୀ ରବିବାର କୋରାପୁଟରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏସପିଙ୍କ ସମେତ ଜୟପୁରର ବହୁ ପୋଲିସ ଅଧିକାରୀ ଏହି ଚଢାଉରେ ସାମିଲ ହୋଇଥିଲେ। ଜେଲ ଭିତରେ ବଡ଼ଧରଣ ଗଞ୍ଜେଇ କାରବାର ନେଇ ପୋଲିସକୁ ସୂଚନା ମିଳିବାରୁ ଏହି ଚଢଉ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button