ଗୋପାଳପୁର-ସୋନପୁର ବେଳାଭୂମି ଶନି ଓ ରବିବାର ବନ୍ଦ

ବ୍ରହ୍ମପୁର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୋପାଳପୁର ଓ ସୋନପୁର ବେଳାଭୂମି ଶନିବାର ଓ ରବିବାର ବନ୍ଦ ରହିବ। ସେହିପରି ବ୍ରହ୍ମପୁର ରାମଲିଙ୍ଗେଶ୍ଵର ପାର୍କ ଓ ତାମ୍ପରା ସୋମବାର ଏବଂ ମା’ ତାରାତାରିଣୀ ପୀଠ ବୁଧବାର ବନ୍ଦ ରହିବ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ନେଇ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button