ଗୁଣୁପୁର ଗାନ୍ଧି ବିଶ୍ଵବିଦ୍ୟାଳୟ ୧୦ ପର୍ଯ୍ୟନ୍ତ ବନ୍ଦ

ରାୟଗଡା : ରାୟଗଡା ଗୁଣୁପୁରଠାରେ ଥିବା ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ୟୁନିଭର୍ସିଟି ୮ ରୁ ଏପ୍ରିଲ୍ ୧୦ ପର୍ଯ୍ୟନ୍ତ ବନ୍ଦ। କ୍ୟାମ୍ପସରେ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ରେଜିଷ୍ଟ୍ରାର କହିଛନ୍ତି। ସେ କହିଛନ୍ତି କ୍ୟାମ୍ପସ ବାହାରେ ରହୁଥିବା ବିଶ୍ୱବିଦ୍ୟାଳୟର ଛାତ୍ର ଓ କର୍ମଚାରୀମାନଙ୍କୁ ଏହି ଅବଧି ମଧ୍ୟରେ ପରିସର ଭିତରକୁ ଯିବାକୁ ଅନୁମତି ଦିଆଯିବନାହିଁ।

Leave a Reply

Your email address will not be published. Required fields are marked *

Back to top button