ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଦାଦାବଟି ଜୁଲମ ଅଭିଯୋଗରେ କମିଶନରେଟ ପୁଲିସ୍‌ ଗିରଫ କରିଛି। କମିଶନରେଟ ପୋଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ୍ ତାଙ୍କୁ ଗିରଫ କରି କ୍ୟାପିଟାଲ ଥାନାରେ ଜେରା କରୁଥିବା ଜଣାପଡିଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ରାଜା ସରକାରୀ ଜମିରେ ଘର ତିଆରି ନେଇ ଦାଦାବଟି ନେଉଥିଲା। ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲା। ତେବେ ଦାଦାବଟି ଆଦାୟ ଅଭିଯୋଗ ଆସିଲେ କାହାରିକୁ ଛଡ଼ାଯିବନି ବୋଲି ସେ ଚେତାବନୀ ଦେଇଛନ୍ତି।

ମତାମତ ଦିଅନ୍ତୁ ।