ହାଇଦର ଫେରାର ଘଟଣାରେ ୩ ଗିରଫ

ଭୁବନେଶ୍ଵର : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଦୁଇ ଯୁବକ ଓ ଜଣେ ଯୁବତୀ ଥିବା ସୂଚନା ମିଳିଛି। ଯୁବତୀଙ୍କ ଘର ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ। ଏମାନେ ସମସ୍ତେ ହାଇଦର ସଂସ୍ପର୍ଶରେ ଆସିବା ଓ ଫେରାର ପାଇଁ କିପରି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ ପୋଲିସ ତାହାର ଖୋଳତାଡ କରିବ।

Leave a Reply

Your email address will not be published. Required fields are marked *

Back to top button