ହାଇଦର ଫେରାର ମାମଲାରେ କନଷ୍ଟେବଳ ଓ ଜେଲୱାର୍ଡର ଗିରଫ

0

କଟକ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ସୁରକ୍ଷା ଦାୟିତ୍ଵରେ ଥିବା କନଷ୍ଟେବଳ ମହମ୍ମଦ ମୌସିମ ଓ ସମ୍ବଲପୁର ଜେଲୱାର୍ଡର ଶିବନାରାୟଣ ନନ୍ଦ ଗିରଫ। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି।

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇ ତେଲେଙ୍ଗାନାରୁ ଧରାପଡିବା ପରେ ଏବେ ଖୋଳତାଡ ଚାଲିଛି। ଫେରାର ହେବା ପଛରେ କେଉଁମାନେ ସାମିଲ ଥିଲେ ତାହାର ତଦନ୍ତ ଚଳାଇଛି ପୋଲିସ। ସମ୍ପୃକ୍ତ ଅବୁଯୁକ୍ତଙ୍କ ଗିରଫ ଅଭିଯାନ ମଧ୍ୟ ଜାରି ରହିଛି।

Leave A Reply

Your email address will not be published.