ହାଫିଜ୍‌ ସୟିଦ୍‌କୁ ୧୦ ବର୍ଷ ଜେଲ୍‌

ଇସ୍‌ଲାମାବାଦ : ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ମାମଲରେ ଲାହୋର ଜେଲ୍‌ରେ ଥିବା ଜମାତ ଉଦ ଦାବାର ମୁଖ୍ୟ ହାଫିଜ୍‌ ସୟିଦ୍‌କୁ ୧୦ ବର୍ଷ ଜେଲ ଦଣ୍ଡରେ ଅଣ୍ଡିତ କରିଛନ୍ତି ପାକିସ୍ତାନର ଆଣ୍ଟି ଟେରୋରିଜମ୍‌ କୋର୍ଟ। ଏହା ପୂର୍ବରୁ ସୟିଦ୍‌ର ସହଯୋଗୀ ତଥା ଜମାତ ଉଦ ଦାବାର ପ୍ରବକ୍ତା ୟାହ୍ନା ମୁଜାହିଦକୁ କୋର୍ଟ ୩୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

ମତାମତ ଦିଅନ୍ତୁ ।