ହରିଣ ଚମଡା ଜବତ, ୩ ଶିକାରୀ ଗିରଫ

ଢ଼େଙ୍କାନାଳ : ଢେଙ୍କାନାଳ ବନ ବିଭାଗ କର୍ମଚାରୀମାନେ କପିଳାସ ବନାଞ୍ଚଳରେ ଚଢ଼ାଉ ବନ ବିଭାଗର ଅତର୍କିତ ଚଢ଼ାଉ ହରିଣ ଚମଡା ଓ ୨ଟି ଦେଶୀ ବନ୍ଧୁକ ଜବତ କରିଛନ୍ତି। ଏହି ଘଟଣାରେ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଁନ୍ଦିଆ ଥାନା ଅନ୍ତର୍ଗତ ରାମେଇ ଖମାର ଗ୍ରାମର କାମାକ୍ଷା କପିଳେଶ୍ୱର ପିଙ୍ଗୁଆ, ପିର ବାଦ୍ରା ଓ ଅଶୋକ ନାଥ।

ମତାମତ ଦିଅନ୍ତୁ ।