ହାଟରୁ ଲସି ପିଇ ୫୦ରୁ ଉର୍ଦ୍ଧ୍ଵ ଅସୁସ୍ଥ

ମାଲକାନଗିରି : ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁ’ରେ ଗତକାଲି ଥିଲା ସାପ୍ତାହିକ ହାଟ। ଏହି ହାଟରୁ ଲସି ପିଇ ୫୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ପଡିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ଅଧିକ ଛୋଟ ପିଲା ଓ ମହିଳା ଥିବା ଜଣାପଡିଛି। ଏହି ଖବର ଜଣାପଡିବା ପରେ ମେଡିକାଲ ଟିମ୍ ବିଭିନ୍ନ ଗାଁ ବୁଲି ଅସୁସ୍ଥଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button